ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଆମର ପ୍ରାଥମିକତା- ସୌମେନ୍ଦ୍ର ପ୍ରିୟଦର୍ଶୀ
ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ମାଳତୀପାଟପୁରରେ ଟ୍ରାଫିକ ଜାମ ଉପରେସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଆମର ପ୍ରାଥମିକତା କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଟ୍
ଶ୍ରଦ୍ଧାଳୁଙ୍କ ସୁରକ୍ଷିତ     ଦର୍ଶନ ଆମର ପ୍ରାଥମିକତା- ସୌମେନ୍ଦ୍ର ପ୍ରିୟଦର୍ଶୀ


ଭୁବନେଶ୍ୱର, 18 ଜୁଲାଇ (ହି.ସ.)- ମାଳତୀପାଟପୁରରେ

ଟ୍ରାଫିକ ଜାମ ଉପରେସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି

ଯେ, ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ଆମର ପ୍ରାଥମିକତା କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ । ଭିଡ଼କୁ

ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକକୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି । ବିଭିନ୍ନ ସ୍ଥାନରେ

ଡାଇଭର୍ସନ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି । ଓଡ଼ିଶା ପୋଲିସ ପକ୍ଷରୁ ନିୟମିତ

ଆଡଭାଇଜରୀ ଜାରି କରାଯାଉଛି । ପୁରୀ ଆସିବା ପୂର୍ବରୁ ପୋଲିସର ଆଡଭାଇଜରୀ ଅନୁସରଣ କରନ୍ତୁ । ଶ୍ରଦ୍ଧାଳୁଙ୍କ

ସୁବିଧା ପାଇଁ ମୋବାଇଲ ଟ୍ରାକିଂ ବ୍ୟବସ୍ଥା କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande