ୟୋନେକ୍ସ ସନରାଇଜ୍ ଜିଲ୍ଲା ବ୍ୟାଡ଼ମିଂଟନ ଚାମ୍ପିୟନସିପ୍ ଉଦ୍ଘାଟିତ
ବଲାଙ୍ଗୀର, ୧୮ ଜୁଲାଇ(ହି.ସ.) – ବଲାଙ୍ଗୀରରେ ଜିଲ୍ଲା ବ୍ୟାଡ଼ମିଂଟସନ୍ ସଂଘ ଦ୍ୱାରା ସ୍ଥାନୀୟ ପିଆର୍ ହାଇସ୍କୁଲ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ୟୋନେକ୍ସ ସନରାଇଜ୍ ଜିଲ୍ଲା ବ୍ୟାଡ଼ମିଂଟନ ଚାମ୍ପିୟନସିପ୍ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା କ୍ରୀଡ଼ା ନିରୀକ୍ଷକ ପରାଶର ବାଗ କାର୍ଯ୍ୟକ୍ରମରେ ମୁ
ୟୋନେକ୍ସ ସନରାଇଜ୍ ଜିଲ୍ଲା ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍ ଉଦ୍ଘାଟିତ


ବଲାଙ୍ଗୀର, ୧୮ ଜୁଲାଇ(ହି.ସ.) – ବଲାଙ୍ଗୀରରେ ଜିଲ୍ଲା ବ୍ୟାଡ଼ମିଂଟସନ୍ ସଂଘ ଦ୍ୱାରା ସ୍ଥାନୀୟ ପିଆର୍ ହାଇସ୍କୁଲ ଇଣ୍ଡୋର ଷ୍ଟାଡ଼ିୟମ ଠାରେ ୟୋନେକ୍ସ ସନରାଇଜ୍ ଜିଲ୍ଲା ବ୍ୟାଡ଼ମିଂଟନ ଚାମ୍ପିୟନସିପ୍ ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା କ୍ରୀଡ଼ା ନିରୀକ୍ଷକ ପରାଶର ବାଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିବାର ସୂଚନା ରହିଛି। ଏହି ଚାମ୍ପିୟନ୍ସିପ୍ରେ ୨୫୦ରୁ ଅଧିକ ପ୍ରତ୍ୟେକ ବର୍ଷର ଉଭୟ ବାଳକ ବାଳିକା ତଥା ମହିଳା ପୁରୁଷ ଭାଗ ନେଇଛନ୍ତି ବୋଲି ଜିଲ୍ଲା ବେଡ଼ମିଂଟନ ସଂଘର ସୁରୁଲାଲ ମଟାରୀ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande