କାର୍ ରୁ ଗଞ୍ଜେଇ ଜବତ,୨ଗିରଫ
ଗଞ୍ଜାମ, ୧୯ ଜୁଲାଇ (ହି.ସ.)- ଭଞ୍ଜନଗର ପୁଲିସ ପାଟ୍ରୋଲିଙ୍ଗ ବେଳେ ସନ୍ଦେହରେ ଏକ କାରକୁ ଅଟକାଇ କାର୍ କୁ ଯାଞ୍ଚ କରିବା ବେଳେ ଡିକିରୁ ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। କନ୍ଧମାଳରୁ ଏହି ଗଞ୍ଜେଇ ବ୍ରହ୍ମପୁର ଚାଲାଣ ବେଳେ ପୁଲିସ ଗଞ୍ଜେଇ ସହ କାର୍ ଜଵତ କରିଛି। ଘଟଣାରେ ବାପୁଜୀ ନାୟକ
କାର୍ ରୁ ଗଞ୍ଜେଇ ଜବତ,୨ଗିରଫ


ଗଞ୍ଜାମ, ୧୯ ଜୁଲାଇ (ହି.ସ.)- ଭଞ୍ଜନଗର ପୁଲିସ ପାଟ୍ରୋଲିଙ୍ଗ ବେଳେ ସନ୍ଦେହରେ ଏକ କାରକୁ ଅଟକାଇ କାର୍ କୁ ଯାଞ୍ଚ କରିବା ବେଳେ ଡିକିରୁ ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୁଲିସ। କନ୍ଧମାଳରୁ ଏହି ଗଞ୍ଜେଇ ବ୍ରହ୍ମପୁର ଚାଲାଣ ବେଳେ ପୁଲିସ ଗଞ୍ଜେଇ ସହ କାର୍ ଜଵତ କରିଛି। ଘଟଣାରେ ବାପୁଜୀ ନାୟକ ଓ ସୁଶାନ୍ତ ମଳିକକୁ ପୁଲିସ ଗିରଫ କରି ଥାନାରେ କେସ ନମ୍ବର ୬୬୬/୨୬ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande