ଗୁଣ୍ଡିଚା ମଣ୍ଡପରେ ନୃସିଂହ ଅବତାର
ଗଞାମ, 19 ଜୁଲାଇ (ହି.ସ.)ପ୍ରଭୂ ଜଗନ୍ନାଥ ଙ୍କ ଚତୁର୍ଥ ଦିନ ଗୁଣ୍ଡିଚା ମଣ୍ଡପରେ ପିତଳ ବଜାର ରେ ଆକର୍ଷଣୀୟ ନୃସିଂହ ଅବତାର ବେଶରେ ଭୂଷିତ କରାଯାଇଛି। ଏହିଦୁର୍ଲଭ ବେଶ ଦର୍ଶନ ପାଇଁ ଆଖପାଖ ଅଞ୍ଚଳ ରୁ ଶହଶହ ଶ୍ରଦ୍ଧାଳୁ ନରନାରୀ ଆସି ବିଳମ୍ବିତ ରାତି ଯାଏ ପ୍ରଭୂଜଗନାଥଦର୍ଶନକରି କୃତ୍ୟ କୃତ୍ୟ ନିଜକୁ ମନ
ଗୁଣ୍ଡିଚା ମଣ୍ଡପରେ ନୃସିଂହ ଅବତାର


ଗଞାମ, 19 ଜୁଲାଇ (ହି.ସ.)ପ୍ରଭୂ ଜଗନ୍ନାଥ ଙ୍କ ଚତୁର୍ଥ ଦିନ ଗୁଣ୍ଡିଚା ମଣ୍ଡପରେ ପିତଳ ବଜାର ରେ ଆକର୍ଷଣୀୟ ନୃସିଂହ ଅବତାର ବେଶରେ ଭୂଷିତ କରାଯାଇଛି। ଏହିଦୁର୍ଲଭ ବେଶ ଦର୍ଶନ ପାଇଁ ଆଖପାଖ ଅଞ୍ଚଳ ରୁ ଶହଶହ ଶ୍ରଦ୍ଧାଳୁ ନରନାରୀ ଆସି ବିଳମ୍ବିତ ରାତି ଯାଏ ପ୍ରଭୂଜଗନାଥଦର୍ଶନକରି କୃତ୍ୟ କୃତ୍ୟ ନିଜକୁ ମନେ କରୁଛନ୍ତି।

ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande