




ବଲାଙ୍ଗିର, 19 ଜୁଲାଇ (ହି.ସ.) ଜଗତର ନାଥ ଜଗନ୍ନାଥ ବଳଭଦ୍ର ମାତା ସୁଭଦ୍ରା ଙ୍କ ପବିତ୍ର ରଥଯାତ୍ରା ଅବସର ରେ ଆଜି ତୃତୀୟ ଦିଵସ ରେ ସ୍ଥାନିୟ ଦୈନିକ ବଜାର ସ୍ଥିତ ଶ୍ରୀ ରାମଚରିତ ମାନସ ମନ୍ଦିର ଠାରେ ହୋଇଥିବା ଚାନ୍ଦ ମନ୍ଦିର ଦିଅଁ ମାନଙ୍କ ମାଉସୀ ମା ମନ୍ଦିର ଆଗରେ ଆଜି ସନ୍ଧ୍ୟା ରେ ବିଶ୍ୱହିନ୍ଦୁ ପରିଷଦ ବଲାଙ୍ଗିର ର ସଭ୍ୟ ମାନେ ହାଲୁଆ ପ୍ରସାଦ ବିତରଣ କରିଥିଲେ । ଭକ୍ଟ ମାନେ ପ୍ରଭୁଙ୍କ ଦର୍ଶନ ସହିତ ପ୍ରସାଦ ଗ୍ରହଣ କରିଥଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ