ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା
ଭୁବନେଶ୍ୱର/ପୁରୀ, 19 ଜୁଲାଇ (ହି.ସ.) -ଆଜିଠାରୁ ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା । ଜନ୍ମବେଦିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଜମିଛି । ରାତି ସାଢ଼େ ୧ଟାରେ ହେବ ଶ୍ରୀଜିଉଙ୍କ ରାତ୍ର ପହୁଡ଼ । ୨୦ ତାରିଖରେ ହେରାପଞ୍ଚମୀ ନୀତି, ୨୧ରେ ରଥ ଦକ୍ଷିଣମ
ଆଜିଠାରୁ ଗୁଣ୍ଡିଚା     ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା


ଭୁବନେଶ୍ୱର/ପୁରୀ, 19 ଜୁଲାଇ (ହି.ସ.) -ଆଜିଠାରୁ

ଗୁଣ୍ଡିଚା ମନ୍ଦିରରେ ମିଳିବ ଆଡ଼ପ ଅବଢ଼ା । ଜନ୍ମବେଦିରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ

ଭିଡ଼ ଜମିଛି । ରାତି ସାଢ଼େ ୧ଟାରେ ହେବ ଶ୍ରୀଜିଉଙ୍କ ରାତ୍ର ପହୁଡ଼ । ୨୦ ତାରିଖରେ

ହେରାପଞ୍ଚମୀ ନୀତି, ୨୧ରେ ରଥ ଦକ୍ଷିଣମୋଡ଼ ହେବ । ୨୩ରେ ସନ୍ଧ୍ୟା ଦର୍ଶନ, ୨୪ରେ

ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଅନୁଷ୍ଠିତ ହେବ । ସେହିପରି ୨୫ରେ ସୁନାବେଶ, ୨୬ରେ

ଅଧର ଓ ଗରୁଡ଼ ଶୟନ ନୀତି ଏବଂ ୨୭ ତାରିଖରେ ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande