ରାଜ୍ୟରେ ପ୍ରାୟ ୯ ଟଙ୍କାରେ ଅଣ୍ଡା ବିକ୍ରି
ଭୁବନେଶ୍ୱର, 19 ଜୁଲାଇ (ହି.ସ.) - ରାଜ୍ୟରେ ପ୍ରାୟ ୯ ଟଙ୍କାରେ ଅଣ୍ଡା ବିକ୍ରି ହେଉଛି । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ବିଭିନ୍ନ କାରଣ ନେଇ ଅଣ୍ଡା ଦର ବଢିଛି । ଖୁଚୁରା ବ୍ୟବସାୟୀ ୭ ଟଙ୍କା ୧୫ ପଇସାରେ ଅଣ୍ଡା କିଣୁଛନ୍ତ
ରାଜ୍ୟରେ ପ୍ରାୟ ୯ ଟଙ୍କାରେ     ଅଣ୍ଡା ବିକ୍ରି


ଭୁବନେଶ୍ୱର, 19 ଜୁଲାଇ (ହି.ସ.) - ରାଜ୍ୟରେ ପ୍ରାୟ ୯ ଟଙ୍କାରେ ଅଣ୍ଡା ବିକ୍ରି

ହେଉଛି । ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ସୂଚନା

ଦେଇଛନ୍ତି । ବିଭିନ୍ନ କାରଣ ନେଇ ଅଣ୍ଡା ଦର ବଢିଛି । ଖୁଚୁରା ବ୍ୟବସାୟୀ ୭ ଟଙ୍କା ୧୫ ପଇସାରେ ଅଣ୍ଡା

କିଣୁଛନ୍ତି । ପ୍ରତିଦିନ ୨ କୋଟି ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରଖିଛନ୍ତି ସରକାର । ଅଣ୍ଡା ରପ୍ତାନୀ

ବୃଦ୍ଧି ଅଣ୍ଡା ଦର ବଢିବାର ମୁଖ୍ୟ କାରଣ ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande