ନାଚୁଣୀସ୍ଥିତ ମା' ବ୍ରାହ୍ମଣୀ ଦେବୀଙ୍କ ପୀଠରେ ମାଆଙ୍କ ଦର୍ଶନ କଲେ ସମ୍ବିତ ପାତ୍ର
ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼ପଦର ପଞ୍ଚାୟତ ନାଚୁଣୀସ୍ଥିତ ମା'' ବ୍ରାହ୍ମଣୀ ଦେବୀଙ୍କ ପବିତ୍ର ପୀଠରେ ଦର୍ଶନ କରି ମା''ଙ୍କର ଦିବ୍ୟ ଆଶୀର୍ବାଦ ନେଇଛନ୍ତି ପୁରୀ ସାଂସଦ
ନାଚୁଣୀସ୍ଥିତ ମା' ବ୍ରାହ୍ମଣୀ     ଦେବୀଙ୍କ ପୀଠରେ ମାଆଙ୍କ ଦର୍ଶନ କଲେ ସମ୍ବିତ ପାତ୍ର


ଭୁବନେଶ୍ୱର, 19 ଜୁଲାଇ (ହି.ସ.)- ଆଜି ପୁରୀ

ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବଡ଼ପଦର ପଞ୍ଚାୟତ

ନାଚୁଣୀସ୍ଥିତ ମା' ବ୍ରାହ୍ମଣୀ ଦେବୀଙ୍କ ପବିତ୍ର ପୀଠରେ ଦର୍ଶନ କରି ମା'ଙ୍କର ଦିବ୍ୟ

ଆଶୀର୍ବାଦ ନେଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର l ଏହି ଅବସରରେ ସେସମସ୍ତଙ୍କ ସୁଖ,

ଶାନ୍ତି, ସମୃଦ୍ଧି ଓ ରାଜ୍ୟର ସର୍ବାଙ୍ଗୀଣ ପ୍ରଗତି ପାଇଁ ମା'ଙ୍କ

ନିକଟରେ ପ୍ରାର୍ଥନା କରିଥିଲେ l ତାଙ୍କ ସହ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ଉପସ୍ଥିତ

ଥିଲେ l

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande