
ଭୁବନେଶ୍ୱର, 19 ଜୁଲାଇ (ହି.ସ.): ଶାସ୍ତ୍ରୀ ନଗର
ଛକରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟଣା । ଜୟଦେବ ବିହାର ମର୍ସିଡିଜ ଡ୍ରାଇଭର୍ ଘର ଆଗରେ ମୃତ
ସଂପର୍କୀୟ ଧାରଣାରେ ବସିଛନ୍ତି । କ୍ଷତିପୂରଣ ଓ ନ୍ୟାୟ ଦାବିରେ ମୃତକଙ୍କ ପତ୍ନୀ, ଭଉଣୀ ଓ
ସଂପର୍କୀୟଙ୍କ ଧାରଣା ଦେଇଛନ୍ତି । ୧୩ ତାରିଖ ରାତିରେ ଶାସ୍ତ୍ରୀନଗର ଛକରେ ଘଟିଥିଲା ମର୍ମନ୍ତୁଦ
ଦୁର୍ଘଟଣା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା