କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, 02 ଜୁଲାଇ (ହି.ସ.)- କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ବିଶିଷ୍ଟ ସ୍ରଷ୍ଟା, ପ୍ରଖ୍ୟାତ ସାହିତ୍ୟିକ ତଥା ଔପନ୍ୟାସିକ କାଳିନ୍ଦ
କାଳିନ୍ଦୀ ଚରଣ     ପାଣିଗ୍ରାହୀଙ୍କ ସ୍ମରଣ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର, 02 ଜୁଲାଇ (ହି.ସ.)- କାଳିନ୍ଦୀ ଚରଣ

ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ

ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଆ ସାହିତ୍ୟର ବିଶିଷ୍ଟ ସ୍ରଷ୍ଟା, ପ୍ରଖ୍ୟାତ ସାହିତ୍ୟିକ ତଥା ଔପନ୍ୟାସିକ କାଳିନ୍ଦୀ ଚରଣ

ପାଣିଗ୍ରାହୀଙ୍କ ଜୟନ୍ତୀରେ ସଶ୍ରଦ୍ଧ ପ୍ରଣାମ। ତାଙ୍କର କାଳଜୟୀ ସାହିତ୍ୟ, ସୃଜନଶୀଳ ଚିନ୍ତାଧାରା ଓ ଓଡ଼ିଆ ଭାଷା-ସାହିତ୍ୟ ପ୍ରତି ଅବିସ୍ମରଣୀୟ

ଅବଦାନ ସଦା ସର୍ବଦା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande