
ଭୁବନେଶ୍ୱର, ୦୪ ଜୁଲାଇ (ହି.ସ) - ଭୁବନେଶ୍ୱରରେ ମୁକୁଳା ଡ୍ରେନ୍ ରେ ଭାସି ଜଣେ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ଦିନ ବାଣୀବିହାର ପାଖରେ ଡ୍ରେନ୍ ରେ ଭାସି ଜଣେ ଯୁବକ ନିଖୋଜ ହୋଇଛନ୍ତି। ନିଖୋଜ ଯୁବକ ସ୍ଥାନୀୟ ପଥରବନ୍ଧ ବସ୍ତି ଅଂଚଳର ଅନିଲ ସିଂ ବୋଲି ସୂଚନା ମିଳିଛି। ନିଖୋଜ ବ୍ୟକ୍ତିଙ୍କୁ ଯୁଦ୍ଧକାଳୀନ ଭିତିରେ ଖୋଜାଖୋଜି ଜାରି ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା