
ଭୁବନେଶ୍ୱର, 20 ଜୁଲାଇ (ହି.ସ.)- ବାଲିଅନ୍ତା
ଭିଡ଼ହତ୍ୟା ମାମଲା ।ଆସିଲା ଓମ୍ର ଲାଇ ଡିଟେକ୍ସନ ଟେଷ୍ଟ ରିପୋର୍ଟ । ଓମ ସତ କହିଥିବା
ରିପୋର୍ଟରୁ ସ୍ପଷ୍ଟ ହୋଇଛି । ୫/୬ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି । ସେହିପରି ନିର୍ଦ୍ଧାରିତ
ସମୟ ମଧ୍ୟରେ ଚାର୍ଜସିଟ ଦାଖଲ ହେବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଫେରାର
ଅଭିଯୁକ୍ତଙ୍କ ବିରୋଧରେ ୱାରେଣ୍ଟ ପାଇଁ ଆବେଦନ କରିବ କ୍ରାଇମବ୍ରାଞ୍ଚ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା