
ବଲାଙ୍ଗୀର, ୨୧ ଜୁଲାଇ(ହି.ସ.) – ଆଜି ଷଷ୍ଠି ତିଥିରେ ଶ୍ରୀ ରାମଚରିତ ମାନସ ମନ୍ଦିର ଚାନ୍ଦ ମନ୍ଦିର ଠାକୁରମାନଙ୍କ ଶ୍ରୀ ଜିଉଙ୍କ ରାମ ଓ ଲକ୍ଷ୍ମଣ ଅବତାର ରେ ଭକ୍ତ ମାନଙ୍କୁ ଦର୍ଶନ ଡେଇଛନ୍ତି। ଆଜି ସନ୍ଧ୍ୟାରେ ପ୍ରଭୂ ମାନଂକ ଲଘୁଚାପ ଜନିତ ଲଗାଣ ବର୍ଷା ସତ୍ୱେ ପ୍ରଭୂଙ୍କ ଲୀଳା ଭକ୍ତ ମାନଙ୍କୁ ଅଭିଭୂତ କରିଚି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ