୨  ଦିନ ହେବ ସମବାୟ ବ୍ୟାଙ୍କ  ଅଚଳ, ଚାଷ କାଯ୍ୟ ବନ୍ଦ
ଜୟପୁର ୨୧ ଜୁଲାଇ (ହି.ସ.) କୋରାପୁଟ ଜିଲା ସହ ସାରା ରାଜ୍ୟରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କ, ସମସ୍ତ ରାଜ୍ୟ ସମବାୟ ବ୍ୟାଙ୍କ ସମ୍ପୁଣ୍ଣ ଭାବେ ଅଚଳ ହୋଇଛି । ସଫଟେଓର ଭି ସଫଟ େଓର ଦୀର୍ଘ ୧୨ ରୁ ୧୪ ବର୍ଷ ହେବ ସମବାୟ ଅନୁଷ୍ଠାନ ରେ ଜମାଇ ରଖିଛନ୍ତି । ବିଭିନ୍ନ ସମୟବାୟ ବିତ , ଅର୍ଥ ନି
ସଙ୍କଟରେ  ବାଉଁଶ କାରିଗରଙ୍କ ବେଉସା


ଜୟପୁର ୨୧ ଜୁଲାଇ (ହି.ସ.) କୋରାପୁଟ ଜିଲା ସହ ସାରା ରାଜ୍ୟରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କ, ସମସ୍ତ ରାଜ୍ୟ ସମବାୟ ବ୍ୟାଙ୍କ ସମ୍ପୁଣ୍ଣ ଭାବେ ଅଚଳ ହୋଇଛି । ସଫଟେଓର ଭି ସଫଟ େଓର ଦୀର୍ଘ ୧୨ ରୁ ୧୪ ବର୍ଷ ହେବ ସମବାୟ ଅନୁଷ୍ଠାନ ରେ ଜମାଇ ରଖିଛନ୍ତି । ବିଭିନ୍ନ ସମୟବାୟ ବିତ , ଅର୍ଥ ନିତିଜ୍ଞ ମାନେ ବାରମ୍ବାର ବିରୋଧ କରିବା ସ୍ୱତ୍ତେ ମଧ୍ୟ ଏହି ସଫଟ େଓର କମ୍ପାନି ହାତ କରି ନିଜର ଦବା ଦବ ରଖିଚାଲିଛନ୍ତି । ଗତ ଶନିବାର ଠାରୁ ୪ ଦିନ ହେବ ବ୍ୟାଙ୍କ ଅଚଳ ହୋଇଛି । କିନ୍ତୁ ଏହି ମାଲିକ ଜଣ ନିରବ ରହିଛନ୍ତି । ବତ୍ତମାନ ବର୍ଷା ଦିନ ଚାଷ କାଯ୍ୟ ଚାଲିଥିବା ବେଳେ ଚାଷି ଙ୍କୁ ଟଙ୍କା ଦିଆଯାଇ ପାରୁ ନାହିଁ । ଚାଷ କାଯ୍ୟ ଠପ ହୋଇଛି । ଧିରେ ଧିରେ ଜମା କାରି ମାେ ଦୁରେଇ ଯିବେ । ଜମା କାରି ମାନେ ଜମା ରଖି ଛନ୍ତି ସେ ମାନେ ଟଙ୍କା ଉଠାଇ ପାରୁ ନାହଁନ୍ତି । ତାଙ୍କର ପ୍ରାୟ ପ୍ରିତ ପାଇ ସମବାୟ ବ୍ୟଙ୍କ ଲଜ୍ଜିତ ହୋଇଛି । କୋଟି କୋଟି କ୍ଷତି ହେଲାଣି । ହେଲେବି ରାଜ୍ୟ ସ୍ତରିୟ ଅଧିକାରି ଙ୍କୁ ମୋହିତ କରି ନିଜ ଦବ ଦବା ବଜାୟ ରଖି ଆସିଛନ୍ତି ବୋଲି ଆଜି ଜୟପୁର ଠାରେ ସମବାୟ ବିତ ରମାକାନ୍ତ ରାଉଳ ଉଦ ବେଗ ପ୍ରକାଶ କରିଛନ୍ତି । ପାଖା ପାଖି ଚାରି ଦନ ହେବ ବ୍ୟାଙ୍କ କାର ବାର ଠପ ହୋଇ ଯାଇଛି । କିନ୍ତୁ ସରକାର ନିରବ ହୋଇ ରହିଛନ୍ତି । କୈଣସି ପ୍ରକାରର ଦେଣ ନେଣ ହୋଇ ପାରୁ ନାହିଁ । ଚାଷି ସମ୍ପୁଣ୍ଣ ଭାବରେ କେନ୍ଦ୍ର ସମବାୟ ଉପରେ ନିର୍ଭର କରୁଥିବା ବେଳେ ଆଜି ହତାଶ ହୋଇ ବସିରହିଛନ୍ତି । କୋଟି କୋଟି ଟଙ୍କା ସମବାୟଙ୍କର କ୍ଷତି ହୋଇଥିବା ବେଳେ ଜମା କାରି ମାନେ ମଧ୍ୟ ନିରାଶ ହୋଇଛନ୍ତି । କେଉଁ ଜାମା କାରିର ଡାକ୍ତିର ଚିକିତ୍ସା ପାଇ ଟଙ୍କାର ଆବଷ୍ୟକତା ତ କାହାର ଶିକ୍ଷା ପାଇ ଟଙ୍କା ର ଆବଷ୍ୟକତା ଥିବା ବେଳେ ବ୍ୟାଙ୍କର କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ୧୭ଟି ଶାଖା ରହିଛି । ସମସ୍ତ ଶାଖା ଅଚଳ ହୋଇ ରହିଛି ।ଲିଙ୍କ୍ ଏବଂ ସଫ୍ଟୱେର୍ ବିଫଳତା ଯୋଗୁଁ ଗତ ଦୁଇ ଦିନ ଧରି ଓଡ଼ିଶାର ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ବ୍ୟାଙ୍କିଂ ସେବା ବାଧାପ୍ରାପ୍ତ ହୋଇଛି। ଚାଷୀ ଏବଂ ଜମାକାରୀମାନେ ବିଶେଷ ଭାବରେ ପ୍ରଭାବିତ ହେଉଛନ୍ତି। କୋରାପୁଟ ଜିଲ୍ଲାରେ ଥିବା କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସହ ଏହି ରାଜ୍ୟବ୍ୟାପୀ ସମସ୍ୟା ଲାଗି ରହିଛି , ଯେଉଁଠାରେ ବହୁ ସଂଖ୍ୟକ ଗ୍ରାହକ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ।

ଚାଷୀମାନେ କହିଛନ୍ତି ଯେ ଚଳିତ ଧାନ ସଂଗ୍ରହ ଋତୁରେ ସେମାନଙ୍କ ଆକାଉଣ୍ଟରେ ଦେୟ ରାଶି ଜମା କରାଯାଉଛି, କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ନିଜସ୍ୱ ଟଙ୍କା କାରବାର କରିପାରୁ ନାହାଁନ୍ତି।

ବ୍ୟାଙ୍କ ଶାଖା ପରିଚାଳକ କହିଛନ୍ତି ଯେ ଏହି ସମସ୍ୟା କେବଳ ଏହି ବ୍ୟାଙ୍କ ପାଇଁ ନୁହେଁ, ବରଂ ରାଜ୍ୟର ୧୭ଟି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପାଇଁ। ଭୁବନେଶ୍ୱର ମୁଖ୍ୟାଳୟକୁ ଅବଗତ କରାଯାଇଛି, କିନ୍ତୁ ସଫ୍ଟୱେର୍ କମ୍ପାନୀରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବ୍ୟାଙ୍କ ସେବା କେବେ ସ୍ୱାଭାବିକ ହେବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ କହିହେବହିଁ । ବତ୍ତମାନ କୋରାପୁଟ ଜିଲାର ଚାଷି କେନ୍ଦ୍ର ସମବାୟ ଉପରେ ନିର୍ଭର କରୁଥିବା ବେଳେ ଚାଷ କା`ଯ କିପରି ହେବ ସେ ନେଇ ଚିନ୍ତାରେ ଅଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande