ଦିବ୍ୟଜୀବନ ସଂଘର ନୂତନ କର୍ମକର୍ତା ଚୟନ
ବଲାଙ୍ଗୀର, ୨୧ ଜୁଲାଇ(ହି.ସ.) – ଦିବ୍ୟଜୀବନ ସଂଘ ବଲାଙ୍ଗୀର ଶାଖାର ୨୦୨୬-୨୭ ବର୍ଷ ପାଇଁ ନୂତନ କର୍ମ କର୍ତା ଚୟନ କରାଯାଇଛି। ଶିବାନନ୍ଦ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଭାବରେ ଶଶିଭୂଷଣ ପୁରୋହିତ, ଉପସଭାପତି ଭାବରେ ସଞ୍ଜୀବ କୁମାର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବ
ଦିବ୍ୟଜୀବନ ସଂଘର ନୂତନ କର୍ମକର୍ତ୍ତା ଚୟନ


ବଲାଙ୍ଗୀର, ୨୧ ଜୁଲାଇ(ହି.ସ.) – ଦିବ୍ୟଜୀବନ ସଂଘ ବଲାଙ୍ଗୀର ଶାଖାର ୨୦୨୬-୨୭ ବର୍ଷ ପାଇଁ ନୂତନ କର୍ମ କର୍ତା ଚୟନ କରାଯାଇଛି। ଶିବାନନ୍ଦ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଭାପତି ଭାବରେ ଶଶିଭୂଷଣ ପୁରୋହିତ, ଉପସଭାପତି ଭାବରେ ସଞ୍ଜୀବ କୁମାର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ଭାବରେ ରଶ୍ମୀରଞ୍ଜନ ବକ୍ସି, ସହସମ୍ପାଦକ ଭାବରେ ନୀରଦ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ଭାବରେ ନୟନ କୁମାର ମହାନ୍ତିଙ୍କୁ ଚୟନ କରାଯାଇଛି।

ସେହିପରି କାର୍ଯ୍ୟନିର୍ବାହୀ କମିଟିରେ ପ୍ରଭାତରଞ୍ଜନ ପାଣ୍ଡିଆ, ଶିବାନନ୍ଦ ଦାସ, ପ୍ରଶାନ୍ତ କୁମାର ପଟ୍ଟନାୟକ, କ, ନାଥ ଲକ୍ଷ୍ମୀକାନ୍ତ ନାଥ, ରଘୁ ବାବୁ, ରବି ଚନ୍ଦ୍ର ଉଦ୍ଗାତା, ସହଦେବ ମଲ୍ଲିକ, ନୁରାଧନ ସାହୁ, କହ୍ନେଚରଣ ପାଣିଗ୍ରାହୀ ଏବଂ ଅନୀତା ମିଶ୍ର ମନୋନୀତ ହୋଇଛନ୍ତି। କାହ୍ନୁଚରଣ ବହିଦାର ଓ ପ୍ରଫୁଲ୍ଲଚନ୍ଦ୍ର ଫୁଲଚନ୍ଦ୍ର ହୋତା ନିର୍ବାଚନ ପ୍ରକ୍ରିୟା କୁ ପରିଚାଳନା କରି ଥିଲେ। ରଘୁ ନାଥ ବାବୁ ଧନ୍ୟବାଦ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande