୩୩ ପ୍ରତିଶତ ମହିଳା ସଂରକ୍ଷଣ ଦାବିରେ ଦିଲ୍ଲୀରେ ମହିଳା କଂଗ୍ରେସର ରାଲି
ଭୁବନେଶ୍ୱର,୨୧ ଜୁଲାଇ (ହି.ସ)- ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ତୁରନ୍ତ ଲାଗୁହେବା ଦାବିରେ ମଙ୍ଗଳବାର ଏକ ରାଲି ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଭବନ ଠାରୁ ଅଖିଳ ଭାରତ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ ବାହାରିଥିଲା। ଏହି ରାଲିରେ ଓ
cong


ଭୁବନେଶ୍ୱର,୨୧ ଜୁଲାଇ (ହି.ସ)- ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ତୁରନ୍ତ ଲାଗୁହେବା ଦାବିରେ ମଙ୍ଗଳବାର ଏକ ରାଲି ନୂଆଦିଲ୍ଲୀ ସ୍ଥିତ ଇନ୍ଦିରା ଭବନ ଠାରୁ ଅଖିଳ ଭାରତ ମହିଳା କଂଗ୍ରେସର ରାଷ୍ଟ୍ରୀୟ ସଭାନେତ୍ରୀ ଶ୍ରୀମତୀ ଅଳକା ଲାମ୍ବାଙ୍କ ନେତୃତ୍ୱରେ ବାହାରିଥିଲା। ଏହି ରାଲିରେ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ଶତାଧିକ ମହିଳା କଂଗ୍ରେସ ନେତୃବୃନ୍ଦ ଯୋଗଦେଇଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande