ସିଏମଓରୁ ଫାଇଲ୍ ଗାଏବ ମାମଲାରେ ପାଣ୍ଡିଆନ୍ ଙ୍କୁ ନୋଟିସ୍
ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ସିଏମଓରୁ ଫାଇଲ୍ ଗାଏବ ମାମଲାରେ ପୂର୍ବତନ ପ୍ରଶାସକ ଭୈରବ କାର୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ନୋଟିସ୍ ଜାରି କରିଛି କମିଶନରେଟ୍ ପୋଲିସ୍। ଆସନ୍ତା ୨୫ ତାରିଖ ଦିନ ୧୧ଟାରେ ଭୁବନେଶ୍ୱର ଏସିପି ଜୋନ୍-୧ଙ୍କ ନିକଟରେ ହାଜର ହେବାକୁ କ୍ୟାପିଟାଲ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନ
vk pandian


ଭୁବନେଶ୍ୱର, ୨୨ ଜୁଲାଇ (ହି.ସ)- ସିଏମଓରୁ ଫାଇଲ୍ ଗାଏବ ମାମଲାରେ ପୂର୍ବତନ ପ୍ରଶାସକ ଭୈରବ କାର୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ନୋଟିସ୍ ଜାରି କରିଛି କମିଶନରେଟ୍ ପୋଲିସ୍। ଆସନ୍ତା ୨୫ ତାରିଖ ଦିନ ୧୧ଟାରେ ଭୁବନେଶ୍ୱର ଏସିପି ଜୋନ୍-୧ଙ୍କ ନିକଟରେ ହାଜର ହେବାକୁ କ୍ୟାପିଟାଲ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ୍ ଜାରି ହୋଇଛି। ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ତଦନ୍ତର ଫାଇଲ ଗାଏବ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande