
ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ଅଜିତ ପାୱାରଙ୍କ ଜୟନ୍ତୀରେ ତାଙ୍କ ସ୍ମୃତିଚାରଣ କରିଛନ୍ତି
ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ଶ୍ରୀ
ଅଜିତ ପାୱାର ଜୀଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଭରା ସ୍ମରଣ କରୁଛି ।
ରାଜ୍ୟପାଳ କହିଛନ୍ତି ଯେ, ତାଙ୍କ ପ୍ରତି ମୁଁ ମୋର ବିନମ୍ର
ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ସାର୍ବଜନୀନ
ଜୀବନରେ ତାଙ୍କର ସେବା ସହିତ ମହାରାଷ୍ଟ୍ରର ବିକାଶ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ମରଣ
କରିଛନ୍ତି ରାଜ୍ୟପାଳ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା