ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ମହାରାଷ୍ଟ୍ରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନଭିସ ଜୀଙ୍କୁ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେଭି     ସିଂହଦେଓ


ଭୁବନେଶ୍ୱର, 22 ଜୁଲାଇ (ହି.ସ.)- ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ

କହିଛନ୍ତି ଯେ, ମହାରାଷ୍ଟ୍ରର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡ଼ନଭିସ ଜୀଙ୍କୁ

ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା।

କେଭି ସିଂହଦେଓ କହିଛନ୍ତି ଯେ, ପରମେଶ୍ୱରଙ୍କ କୃପାରୁ ସେ ସୁସ୍ଥ

ସ୍ୱାସ୍ଥ୍ୟ, ପ୍ରଜ୍ଞା ଓ ଅଦମ୍ୟ

ଶକ୍ତିରେ ସଦା ସମୃଦ୍ଧ ରହନ୍ତୁ ଏବଂ ମହାରାଷ୍ଟ୍ରକୁ ସମାବେଶୀ ଅଭିବୃଦ୍ଧି ଓ ବିକାଶର ପଥରେ ଆଗେଇ

ନେବାରେ ସଫଳତାର ସହ ନେତୃତ୍ୱ ପ୍ରଦାନ କରୁନ୍ତୁ। ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ସର୍ବାଙ୍ଗୀଣ

ସଫଳତା କାମନା କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande