ଡିହାଇଡ୍ରେସନ୍ ଦୂର କରିବା ପାଇଁ ଓଆରଏସହେଉଛି ସବୁଠାରୁ ସରଳ ଉପାୟ- ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 29 ଜୁଲାଇ (ହି.ସ.) - ବିଶ୍ୱ ଓଆରଏସ ଦିବସରେ ଡିହାଇଡ୍ରେସନ୍ ଦୂର କରିବା ପାଇଁ ଓଆରଏସହେଉଛି ସବୁଠାରୁ ସରଳ ଉପାୟ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି ସେ କହିଛନ୍ତି ଯେ, ସଚେତନତାର ଏକ
ଡିହାଇଡ୍ରେସନ୍ ଦୂର କରିବା     ପାଇଁ ଓଆରଏସହେଉଛି ସବୁଠାରୁ ସରଳ ଉପାୟ- ସ୍ୱାସ୍ଥ୍ୟମନ୍ତ୍ରୀ


ଭୁବନେଶ୍ୱର, 29 ଜୁଲାଇ (ହି.ସ.) - ବିଶ୍ୱ ଓଆରଏସ

ଦିବସରେ ଡିହାଇଡ୍ରେସନ୍ ଦୂର କରିବା ପାଇଁ ଓଆରଏସହେଉଛି ସବୁଠାରୁ ସରଳ ଉପାୟ

ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଏକ

ବାର୍ତ୍ତା ଜାରି ସେ କହିଛନ୍ତି ଯେ, ସଚେତନତାର ଏକ ଛୋଟ ପଦକ୍ଷେପ ଲକ୍ଷ ଲକ୍ଷ ଜୀବନକୁ

ବଞ୍ଚାଇପାରେ।

ଏହି ବିଶ୍ୱ ଓଆରଏସଦିବସ

ଅବସରରେ ଆସନ୍ତୁ ସମସ୍ତଙ୍କୁ ଏହି ବାର୍ତ୍ତା ପହଞ୍ଚାଇବା— ଡିହାଇଡ୍ରେସନ୍ (ଶରୀରରେ ଜଳର

ଅଭାବ) ଦୂର କରିବା ପାଇଁ ଓଆରଏସହେଉଛି ସବୁଠାରୁ ସରଳ ଏବଂ ସବୁଠାରୁ ପ୍ରଭାବଶାଳୀ ଉପାୟ। ନିଜକୁ

ଜଳଯୁକ୍ତ ରଖନ୍ତୁ, ସୁସ୍ଥ ରୁହନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande