
ଭୁବନେଶ୍ୱର, 29 ଜୁଲାଇ (ହି.ସ.)- ପବିତ୍ର ଗୁରୁ
ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଅଜ୍ଞାନର ଅନ୍ଧାରରେ ଗୁରୁ ହିଁ
ଜ୍ଞାନର ଆଲୋକ। ଗୁରୁଙ୍କ ଆଦର୍ଶ ଦେଖାଇଥାଏ ସତ୍ୟ, ମାନବିକତା ଓ ସେବାର ପଥ। ପବିତ୍ର ଗୁରୁ ପୂର୍ଣ୍ଣିମାରେ ସଭିଙ୍କୁ ମୋର
ଶୁଭେଚ୍ଛା ଜଣାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା