
ଭୁବନେଶ୍ୱର, 29 ଜୁଲାଇ (ହି.ସ.) - ସୁରେଶ ପୂଜାରୀଙ୍କୁ
ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ
ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ରାଜସ୍ୱ
ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କୁ ଜନ୍ମଦିନର ହାର୍ଦ୍ଦିକ
ଅଭିନନ୍ଦନ। ମା' ସମଲେଇଙ୍କ ନିକଟରେ ଆପଣ ସୁଖ, ସମୃଦ୍ଧି ଏବଂ ନିରାମୟ ଜୀବନ
କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା