ମାନବିକତା ଚୁଲି କୁ ଯାଉ....ଭୋକିଲା ପେଟ କୁ ଅନ୍ନ ଆସୁ। ଦୂର୍ଘଟଣା ଟ୍ରକରୁ ଚାଉଳ ବୋହିଲେ ଲୋକେ
ବଲାଙ୍ଗିର, ୦୩ ଜୁଲାଇ (ହି.ସ.) ଗତକାଲି ଏକ ପଡୋଶୀ ରାଜ୍ୟର ଚାଉଳ ବୋଝେଇ ଟ୍ରକ ଭୁତିଆରବାହାଲ ଓ ଶିବତଲା ରାସ୍ତାର ମଝି ଅର୍ଥାତ ରାଜା ମୁଣ୍ଡା ଠାରେ ସକାଳ ଭୋର ସମୟରେ ଭାରସାମ୍ଯ ହରାଇ ଓଲଟି ପଡିଲା। ଅଳ୍ପ କେ ଗାଡି ଚାଳକ ବର୍କ୍ଷୀ ଯାଇ ଥିବା ଖବରରୁ ଜଣାଯାଏ। ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ୩୫ ଟ
ମାନବିକତା ଚୁଲି କୁ ଯାଉ....ଭୋକିଲା ପେଟ କୁ ଅନ୍ନ ଆସୁ। ଦୂର୍ଘଟଣା ଟ୍ରକରୁ ଚାଉଳ ବୋହିଲେ ଲୋକେ


ବଲାଙ୍ଗିର, ୦୩ ଜୁଲାଇ (ହି.ସ.) ଗତକାଲି ଏକ ପଡୋଶୀ ରାଜ୍ୟର ଚାଉଳ ବୋଝେଇ ଟ୍ରକ ଭୁତିଆରବାହାଲ ଓ ଶିବତଲା ରାସ୍ତାର ମଝି ଅର୍ଥାତ ରାଜା ମୁଣ୍ଡା ଠାରେ ସକାଳ ଭୋର ସମୟରେ ଭାରସାମ୍ଯ ହରାଇ ଓଲଟି ପଡିଲା। ଅଳ୍ପ କେ ଗାଡି ଚାଳକ ବର୍କ୍ଷୀ ଯାଇ ଥିବା ଖବରରୁ ଜଣାଯାଏ।

ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ୩୫ ଟନ୍ ଭର୍କ୍ଷୀ ଚାଉଳ ଆଖ ପାଖ ରେ ରହୁଥିବା ଲୋକେ ସତେ ଯେମିତି ଭୋକିଲା ରହିଥିଲା ପରି ଆଖି ପିଚୁଲାକୁ ବସ୍ତା ବସ୍ତା ଚୋରିକରି ନେଇ ଗଲେ। ଗରିବଙ୍କ ବିନା ମୂଲ୍୍ୟ ଚାଉଳ ବଂଟନ କୁ ମଧ୍୍ୟ ଏଠି ପ୍ରଶ୍ନ ଉଠୁଛି। ସତରେ କଣ ଏହି ଜିଲ୍ଲାର ଲୋକେ ଏତେ ଭୋକିଲା ରହୁଛନ୍ତି? ବିଚରା ଚାଉଳ ମାଳିକ ଓ ଡ୍ରାଇଭର କଥା କିଏ ବା ପଚାରେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande