ଯୁବ ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଗଞ୍ଜାମ, ୩ ଜୁଲାଇ (ହି.ସ.)- ବହ୍ମପୁର ଉପକଣ୍ଠ ଲୋଚାପଡା କାଳୁଆନଗର ସ୍ଥିତ ଏକ ଭଡାଘରୁ ନିମଖଣ୍ଡି ଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି । ମୃତ ଯୁବକ ହେଲେ ହରପ୍ରସାଦ ସାହୁ(୨୨) l ସେ ଏଠାରେ ଭଡାଘରେ ରହି ବ୍ରହ୍ମପୁରରେ ଫଟୋ ଲ୍ଯାବ କରିଥିଲେ। ମୃତ ଯୁବକଙ୍କ ଘର ଗଂଜାମ
ଯୁବ ଫଟୋଗ୍ରାଫରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ଗଞ୍ଜାମ, ୩ ଜୁଲାଇ (ହି.ସ.)- ବହ୍ମପୁର ଉପକଣ୍ଠ ଲୋଚାପଡା କାଳୁଆନଗର ସ୍ଥିତ ଏକ ଭଡାଘରୁ ନିମଖଣ୍ଡି ଥାନା ପୁଲିସ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି । ମୃତ ଯୁବକ ହେଲେ ହରପ୍ରସାଦ ସାହୁ(୨୨) l ସେ ଏଠାରେ ଭଡାଘରେ ରହି ବ୍ରହ୍ମପୁରରେ ଫଟୋ ଲ୍ଯାବ କରିଥିଲେ। ମୃତ ଯୁବକଙ୍କ ଘର ଗଂଜାମ ଜିଲା ଡଭାର ଗ୍ରାମରେ । ସେ ଘରେ ଏକାକୀ ରହିଥିବା ବେଳେ ଆତ୍ମହତ୍ଯା କରିଥିବା ଜଣାପଡିଛି । ପୁଲିସ ମୃତଦେହ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଇ ଘଟଣାର ତଦନ୍ତ କରୁଛି ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande