ଅଜଣା ମହିଳା ଉଦ୍ଧାର
ଜୟପୁର, ୦୩ ଜୁଲାଇ (ହି.ସ.) ଜଣେ ଅଜଣା ମହିଳାକୁ ଉଦ୍ଧାର କରିଛି ଜୟପୁର ସଦର ପୋଲିସ । ଜୟପୁର ସଦର ଥାନା ଅନ୍ତର୍ଗତ ସାନକାଉଡି ଗ୍ରାମରେ ବୁଲୁ ଥିବା ବେଳେ ସ୍ଥାନୀୟ ଲେକୋ ପୋଲିସ କୁ ସୁଚନା ଦେଇଥିଲେ । ମହିଳା ଜଣ ଙ୍କ ନାମ ଓ ଠିକଣା ଠିକ ସେ କହିପାରି ନଥିଲେ । ପୋଲିସ ମହିଳାକୁ ଉଦ୍ଧାର କରି ଥିବା ବିଷୟ
ଅଜଣା ମହିଳା ଉଦ୍ଧାର


ଜୟପୁର, ୦୩ ଜୁଲାଇ (ହି.ସ.) ଜଣେ ଅଜଣା ମହିଳାକୁ ଉଦ୍ଧାର କରିଛି ଜୟପୁର ସଦର ପୋଲିସ । ଜୟପୁର ସଦର ଥାନା ଅନ୍ତର୍ଗତ ସାନକାଉଡି ଗ୍ରାମରେ ବୁଲୁ ଥିବା ବେଳେ ସ୍ଥାନୀୟ ଲେକୋ ପୋଲିସ କୁ ସୁଚନା ଦେଇଥିଲେ । ମହିଳା ଜଣ ଙ୍କ ନାମ ଓ ଠିକଣା ଠିକ ସେ କହିପାରି ନଥିଲେ । ପୋଲିସ ମହିଳାକୁ ଉଦ୍ଧାର କରି ଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ।

---------------

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande