
ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ବାଲେଶ୍ବରର
ଆନ୍ଦୋଳନରତ ଡାକ୍ତରଙ୍କୁ ୧୨ ଘଣ୍ଟାର ଡେଡ୍ଲାଇନ୍ ଦିଆଯାଇଛି । ୧୨ ଘଣ୍ଟା ଭିତରେ କାର୍ଯ୍ୟରେ
ଯୋଗଦେବାକୁ ବାଲେଶ୍ବର ସିଡିଏମଓଙ୍କ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି । ଶୃଙ୍ଖଳାଗତ
କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା