
ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ଅମରନାଥ ଯାତ୍ରୀଙ୍କୁ
ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ
ରାଜ୍ୟପାଳ କହିଛନ୍ତି ଯେ, ଶ୍ରୀ ଅମରନାଥ ଯାତ୍ରାର ଶୁଭାରମ୍ଭ ଅବସରରେ ସମସ୍ତ ଶ୍ରଦ୍ଧାଳୁଙ୍କୁ
ହାର୍ଦ୍ଦିକ ଶୁଭକାମନା । ବାବା ବର୍ଫାନୀଙ୍କ ଅସୀମ କୃପାରେ ସମସ୍ତ ଯାତ୍ରୀଙ୍କ ଯାତ୍ରା
ମଙ୍ଗଳମୟ, ସୁରକ୍ଷିତ ଏବଂ ସଫଳ ହେଉ । ହର ହର ମହାଦେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା