ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ଲୋକଙ୍କ ମତାମତ ଲୋଡିଲା ବିଭାଗ
ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ଲୋକଙ୍କ ମତାମତ ଲୋଡିଲା ବିଭାଗ । ଏନେଇ ବିଭାଗ ପକ୍ଷରୁ କୁହାଯାଇଛି ଯେ, ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକ ଗୁଡିକୁ ବିଦ୍ୟାଳୟ ଓ ଗଣଶ
ପ୍ରଥମରୁ ଚତୁର୍ଥ ଶ୍ରେଣୀ     ପାଇଁ ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ଲୋକଙ୍କ ମତାମତ ଲୋଡିଲା ବିଭାଗ


ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ପ୍ରଥମରୁ ଚତୁର୍ଥ

ଶ୍ରେଣୀ ପାଇଁ ସଂଶୋଧିତ ପାଠ୍ୟପୁସ୍ତକ ପାଇଁ ଲୋକଙ୍କ ମତାମତ ଲୋଡିଲା ବିଭାଗ । ଏନେଇ ବିଭାଗ

ପକ୍ଷରୁ କୁହାଯାଇଛି ଯେ, ପ୍ରଥମରୁ ଚତୁର୍ଥ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସଂଶୋଧିତ ପାଠ୍ୟପୁସ୍ତକ

ଗୁଡିକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ

ପ୍ରଶିକ୍ଷଣ ପରିଷଦ ଏବଂ ଓସେପାର ୱେବସାଇଟରେ ଦିଆଯାଇଛି । ପୁସ୍ତକ ଗୁଡିକ ସମ୍ବନ୍ଧରେ ଜନସାଧାରଣଙ୍କ

ସୁଚିନ୍ତିତ ମତାମତ ଦିଆଯାଇଥିବା ଇମେଲ୍ ଆଇଡି କିମ୍ବା ବିଦ୍ୟା ସମୀକ୍ଷା କେନ୍ଦ୍ରର ହେଲ୍ପ

ଲାଇନ ନମ୍ବରରେ ସାତଦିନ ମଧ୍ୟରେ ପ୍ରଦାନ କରିବାକୁ କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande