ସ୍କୁଲ ଖୋଲିବା ପାଇଁ ଆଉ ଦରକାର ପଡ଼ିବ ନାହିଁ ଏସେନ୍ସିଆଲିଟି ସାର୍ଟିଫିକେଟ
ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ଓଡ଼ିଶାରେ ଘରୋଇ ବିଦ୍ୟାଳୟ ଖୋଲିବା ନିୟମରେ ବଡ଼ ପରିବର୍ତ୍ତନ । ଏଣିକି ସ୍କୁଲ ଖୋଲିବା ପାଇଁ ଆଉ ଦରକାର ପଡ଼ିବ ନାହିଁ ଏସେନ୍ସିଆଲିଟି ସାର୍ଟିଫିକେଟ'' । ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶାବଳୀ । ହେଲେ ନ
ସ୍କୁଲ ଖୋଲିବା ପାଇଁ ଆଉ     ଦରକାର ପଡ଼ିବ ନାହିଁ ଏସେନ୍ସିଆଲିଟି ସାର୍ଟିଫିକେଟ


ଭୁବନେଶ୍ୱର, 03 ଜୁଲାଇ (ହି.ସ.)- ଓଡ଼ିଶାରେ ଘରୋଇ

ବିଦ୍ୟାଳୟ ଖୋଲିବା ନିୟମରେ ବଡ଼ ପରିବର୍ତ୍ତନ । ଏଣିକି ସ୍କୁଲ ଖୋଲିବା ପାଇଁ ଆଉ ଦରକାର ପଡ଼ିବ

ନାହିଁ ଏସେନ୍ସିଆଲିଟି ସାର୍ଟିଫିକେଟ' । ସ୍କୁଲ

ଓ ଗଣଶିକ୍ଷା ବିଭାଗ ଜାରି କରିଛି ନୂଆ ନିର୍ଦ୍ଦେଶାବଳୀ । ହେଲେ ନିୟମ ସରଳ ହୋଇଥିଲେ ମଧ୍ୟ

ମାନଦଣ୍ଡରେ କୌଣସି କୋହଳ ନାହିଁ। ସରକାରଙ୍କ ଓପନିଂ ପରମିସନ, ସ୍ୱୀକୃତି

ପ୍ରମାଣପତ୍ର, ପର୍ଯ୍ୟାପ୍ତ ଭିତ୍ତିଭୂମି ଓ ଆରଟିଇ ନିୟମ ପାଳନ ଏବେ ବି

ବାଧ୍ୟତାମୂଳକ ରହିବ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande