କେନ୍ଦ୍ରମନ୍ତ୍ରୀ ରାଜ ଭୂଷଣ ଚୌଧୁରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେଭି ସିଂହେଦଓ
ଭୁବନେଶ୍ୱର, 04 ଜୁଲାଇ (ହି.ସ.)- କେନ୍ଦ୍ରମନ୍ତ୍ରୀ ରାଜ ଭୂଷଣ ଚୌଧୁରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହେଦଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହେଦଓ କହିଛନ୍ତି ଯେ, କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଡ଼ଃ ର
କେନ୍ଦ୍ରମନ୍ତ୍ରୀ ରାଜ ଭୂଷଣ     ଚୌଧୁରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେଭି ସିଂହେଦଓ


ଭୁବନେଶ୍ୱର, 04 ଜୁଲାଇ (ହି.ସ.)- କେନ୍ଦ୍ରମନ୍ତ୍ରୀ

ରାଜ ଭୂଷଣ ଚୌଧୁରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହେଦଓ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହେଦଓ କହିଛନ୍ତି ଯେ, କେନ୍ଦ୍ର ଜଳ ଶକ୍ତି

ମନ୍ତ୍ରଣାଳୟର ରାଜ୍ୟମନ୍ତ୍ରୀ ଡ଼ଃ ରାଜ ଭୂଷଣ ଚୌଧୁରୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ

ଅଭିନନ୍ଦନ।

ଉପମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ଆପଣଙ୍କ ଆଗାମୀ ବର୍ଷ ସୁସ୍ୱାସ୍ଥ୍ୟ,

ଅଖଣ୍ଡ ଶକ୍ତି ଓ ନିରନ୍ତର ସଫଳତାରେ ପରିପୂର୍ଣ୍ଣ ହେଉ। ରାଷ୍ଟ୍ର

ନିର୍ମାଣ ଏବଂ ସମୃଦ୍ଧ ଭାରତ ପାଇଁ ନିରନ୍ତର ଜଳ ସମ୍ପଦର ସୁରକ୍ଷା ଓ ସୁପରିଚାଳନା ଦିଗରେ

ଆପଣଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ ସଫଳତାର ନୂତନ ଶିଖରରେ ପହଞ୍ଚୁ—ଏହି କାମନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande