ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କଲେ କେଭି ସିଂହେଦଓ
ଭୁବନେଶ୍ୱର, 04 ଜୁଲାଇ (ହି.ସ.)- ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହେଦଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର ଶ
ସ୍ୱାମୀ ବିବେକାନନ୍ଦଙ୍କ     ପୁଣ୍ୟତିଥିରେ ତାଙ୍କୁ ନମନ କଲେ କେଭି ସିଂହେଦଓ


ଭୁବନେଶ୍ୱର, 04 ଜୁଲାଇ (ହି.ସ.)- ସ୍ୱାମୀ

ବିବେକାନନ୍ଦଙ୍କ ପୁଣ୍ୟତିଥିରେ ତାଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହେଦଓ ।

ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, ସ୍ୱାମୀ

ବିବେକାନନ୍ଦଜୀଙ୍କ ପୁଣ୍ୟତିଥିରେ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି।

କେଭି ସିଂହେଦଓ କହିଛନ୍ତି

ଯେ, ଦୂରଦର୍ଶୀ ଦାର୍ଶନିକ, ମହାନ ଆଧ୍ୟାତ୍ମିକ ନେତା ଏବଂ ଭାରତର ସାଂସ୍କୃତିକ ପୁନର୍ଜାଗରଣର

ଶିଳ୍ପୀ ସ୍ୱାମୀ ବିବେକାନନ୍ଦ ଜାତୀୟ ଚେତନାର ଜ୍ୟୋତି ପ୍ରଜ୍ୱଳିତ କରିଥିଲେ ଏବଂ ଶକ୍ତି, ଚରିତ୍ର

ଓ ନିଷ୍କାମ ସେବାର ତାଙ୍କ ଅମର ବାର୍ତ୍ତା ଦ୍ୱାରା ପିଢ଼ି ପରେ ପିଢ଼ିକୁ ପ୍ରେରିତ କରିଆସିଛନ୍ତି।

ତାଙ୍କର କାଳଜୟୀ ଆଦର୍ଶ ଏକ ସଶକ୍ତ, ଏକତାବଦ୍ଧ ଏବଂ ପ୍ରଗତିଶୀଳ ଭାରତ ଗଠନର ପଥକୁ ଆଜି ମଧ୍ୟ ଆଲୋକିତ

କରୁଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande