ଅଙ୍ଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ଅଙ୍ଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅଙ୍ଗଦାନ ହେଉଛି ମାନବସେବାର ଶ୍ରେଷ୍ଠ ରୂପ, ଯାହା ଅନ୍ୟ ଜଣଙ୍କ ଜୀବନରେ ନ
ଅଙ୍ଗଦାନ ସମ୍ପର୍କରେ     ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆହ୍ୱାନ


ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ଅଙ୍ଗଦାନ ସମ୍ପର୍କରେ

ସଚେତନତା ସୃଷ୍ଟି କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆହ୍ୱାନ କରିଛନ୍ତି । ଏନେଇ

ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅଙ୍ଗଦାନ ହେଉଛି ମାନବସେବାର ଶ୍ରେଷ୍ଠ ରୂପ, ଯାହା ଅନ୍ୟ ଜଣଙ୍କ ଜୀବନରେ ନୂତନ ଆଶା ଓ ଖୁସି ଭରିଦିଏ। ଆପଣଙ୍କର

ଗୋଟିଏ ନିଷ୍ପତ୍ତି ଅନେକ ଜୀବନକୁ ପୁନର୍ବାର ହସାଇବାର ସାମର୍ଥ୍ୟ ରଖେ। ଆସନ୍ତୁ ଏହି ବିଶେଷ

ଦିନରେ ଅଙ୍ଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ଜୀବନ ବଞ୍ଚାଇବାର ଏହି ମହତ୍

କାର୍ଯ୍ୟରେ ଭାଗୀଦାର ହେବା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande