ରାଣୀ ଅହଲ୍ୟାବାଇ ହୋଲକରଙ୍କ ଶ୍ରାଦ୍ଧ ବର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହଦେଓ
ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ରାଣୀ ଅହଲ୍ୟାବାଇ ହୋଲକରଙ୍କ ଶ୍ରାଦ୍ଧ ବର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହିଳା ସଶକ୍ତିକରଣର ମହାନ ପ୍ରତୀକ ପୁ
ରାଣୀ ଅହଲ୍ୟାବାଇ ହୋଲକରଙ୍କ     ଶ୍ରାଦ୍ଧ ବର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ କେଭି ସିଂହଦେଓ


ଭୁବନେଶ୍ୱର, 13 ଅଗଷ୍ଟ (ହି.ସ.)- ରାଣୀ

ଅହଲ୍ୟାବାଇ ହୋଲକରଙ୍କ ଶ୍ରାଦ୍ଧ ବର୍ଷିକୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି

ଯେ, ମହିଳା ସଶକ୍ତିକରଣର ମହାନ ପ୍ରତୀକ ପୁଣ୍ୟଶ୍ଳୋକ ରାଣୀ ଅହଲ୍ୟାବାଇ ହୋଲକରଙ୍କ ଶ୍ରାଦ୍ଧ

ବାର୍ଷିକୀ ଅବସରରେ ତାଙ୍କ ଅମର ଆତ୍ମା ନିକଟରେ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande