ଆଜି ମିଳିବ ସୁଭଦ୍ରା ଯୋଜନାର ପଂଚମ କିସ୍ତି
ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ଆଜି ମିଳିବ ସୁଭଦ୍ରା ଯୋଜନାର ପଂଚମ କିସ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ରାକ୍ଷୀ ପୂର୍ଣ୍ଣିମାରେ ମହିଳା ଯାତ୍ରୀଙ୍କ ପାଇଁ ଆମ ବସ୍ରେ ଦେୟମୁକ୍ତ ଯାତ୍ରା ଘୋଷଣା ଏକ ପ୍ରଶଂସନୀୟ ପଦକ୍ଷେପ । ଏହି ପବିତ୍ର
ଆଜି ମିଳିବ ସୁଭଦ୍ରା     ଯୋଜନାର ପଂଚମ କିସ୍ତି


ଭୁବନେଶ୍ୱର, 27 ଅଗଷ୍ଟ (ହି.ସ.)- ଆଜି ମିଳିବ

ସୁଭଦ୍ରା ଯୋଜନାର ପଂଚମ କିସ୍ତି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି ଯେ, ରାକ୍ଷୀ

ପୂର୍ଣ୍ଣିମାରେ ମହିଳା ଯାତ୍ରୀଙ୍କ ପାଇଁ ଆମ ବସ୍ରେ ଦେୟମୁକ୍ତ ଯାତ୍ରା ଘୋଷଣା ଏକ ପ୍ରଶଂସନୀୟ

ପଦକ୍ଷେପ । ଏହି ପବିତ୍ର ଅବସରରେ ସୁଭଦ୍ରା ଭଉଣୀମାନେ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି

ପାଇବାକୁ ଯାଉଥିବାବେଳେ, କ୍ରୁଟ କର୍ତ୍ତୃପକ୍ଷଙ୍କ ଏହି ଅଭିନବ ପଦକ୍ଷେପ ନାରୀଶକ୍ତି ପ୍ରତି ଆମ

ସରକାରଙ୍କ ସମ୍ମାନର ଆଉ ଏକ ସୁନ୍ଦର ଉଦାହରଣ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande