ଚନ୍ଦ୍ରଶେଖର ବାବା ବୋଲବମ୍ କମିଟି ପକ୍ଷରୁ କାଉଡ଼ିଆମାନଙ୍କ ବିଶାଳ ଶୋଭାଯାତ୍ରା
ବଲାଙ୍ଗୀର, ୨୮ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବା ବୋଲବମ୍ କମିଟି ପକ୍ଷରୁ କାଉଡ଼ିଆମାନଙ୍କ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଛି। ଗରା ସାହାଯ୍ୟରେ ହରିଶଙ୍କରରୁ ଉଠାଯାଇଥିବା ଜଳକୁ ଦେବ ଦେବ ମହାଦେବଙ୍କ ପ୍ରତିମୂର୍ତି ସହ ଶାନ୍ତିପଡ଼ାରେ ନଗର ପରିକ୍ରମା କରାଯାଇଛି। ଏଥିରେ କାଉ
ଚନ୍ଦ୍ରଶେଖର ବାବା ବୋଲବମ୍ କମିଟି ପକ୍ଷରୁ କାଉଡ଼ିଆମାନଙ୍କ ବିଶାଳ ଶୋଭାଯାତ୍ରା


ବଲାଙ୍ଗୀର, ୨୮ ଅଗଷ୍ଟ(ହି.ସ.) – ବଲାଙ୍ଗୀର ଶାନ୍ତିପଡ଼ା ଚନ୍ଦ୍ରଶେଖର ବାବା ବୋଲବମ୍ କମିଟି ପକ୍ଷରୁ କାଉଡ଼ିଆମାନଙ୍କ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଛି। ଗରା ସାହାଯ୍ୟରେ ହରିଶଙ୍କରରୁ ଉଠାଯାଇଥିବା ଜଳକୁ ଦେବ ଦେବ ମହାଦେବଙ୍କ ପ୍ରତିମୂର୍ତି ସହ ଶାନ୍ତିପଡ଼ାରେ ନଗର ପରିକ୍ରମା କରାଯାଇଛି। ଏଥିରେ କାଉଡ଼ିଆ ଭକ୍ତମାନେ ସାମିଲ୍ ହୋଇ ହର୍ ହର୍ ମହାଦେବ ଧ୍ୱନିରେ ନିମଗ୍ନ ରହିଛନ୍ତି। ଏହି ଅବସରରେ ନାମ ସଂକୀର୍ତନ ସହ ଘଂଟ ପାର୍ଟି ସାମିଲ୍ ହୋଇ ଶୋଭାଯାତ୍ରାକୁ ଉତ୍ସବମୁଖର କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande