
ଗଞାମ, ୧୬ ସେପ୍ଟେମ୍ବର (ହି.ସ.) - ଆଜି ଗଣେଶ ମୂର୍ତି ବିସର୍ଜନ ବେଳେ ହିଞ୍ଜିଳିକାଟୁ ଘୋଡାହାଡ ନଦୀରେ ଦୁଇ ଜଣ ଛାତ୍ର ବୁଡି ମୃତ୍ୟୁ ବରଣ ଛନ୍ତି। ଦମକଳ ବାହିନୀ ଏହି ଦୁଇ ଜଣ ମୃତ ଛାତ୍ରଙ୍କୁ ନଦୀ ରୁ ଉଦ୍ଧାର କରି ଛନ୍ତି। କୋଟିନଡାଠାରେ ମଧ୍ୟ ଜଣେ ଛାତ୍ରଙ୍କ ମୂର୍ତିବିସର୍ଜ୍ଜନ ବେଳେ ସଲୀଳ ସମାଧି ହୋଇ ଥିବା ସୂଚନା ମିଳିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ