
ଝାରସୁଗୁଡ଼ା, ୨୪ ସେପ୍େଟମ୍ବର (ହି.ସ.) : ଝାରସୁଗୁଡ଼ା ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ ପରିଚାଳନା କେନ୍ଦ୍ର ପକ୍ଷରୁ ପ୍ରକାଶିତ ବର୍ଷା ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ମୋଟ ୭୩.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ହାରାହାରି ବର୍ଷା ପରିମାଣ ୧୪.୬୨ ମିମି ରହିଛି।
ରିପୋର୍ଟ ଅନୁସାରେ ଝାରସୁଗୁଡ଼ାରେ ୯.୦ ମିମି, କୋଲାବିରାରେ ୮.୨ ମିମି, ଲଇକେରାରେ ୨୨.୨ ମିମି, କିର୍ମିରାରେ ୧୧.୩ ମିମି ଏବଂ ଲଖନପୁରରେ ୨୨.୪ ମିମି ବର୍ଷା ହୋଇଛି। ଲଖନପୁରରେ ଜିଲ୍ଲାର ସର୍ବାଧିକ ବର୍ଷା ରେକର୍ଡ ହୋଇଛି।
ଡି ଇ ଓ ସି ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ଝାରସୁଗୁଡ଼ାରେ ୯.୦ ମିମି, କୋଲାବିରାରେ ୮.୨ ମିମି, ଲଇକେରାରେ ୨୨.୨ ମିମି, କିର୍ମିରାରେ ୧୧.୩ ମିମି ଓ ଲଖନପୁରରେ ୨୨.୪ ମିମି ବର୍ଷା ରେକର୍ଡ ହୋଇଛି। ଏହି ପାଂଚଟି ବ୍ଲକ୍ର ବର୍ଷା ପରିମାଣ ମିଶି ମୋଟ ୭୩.୧ ମିମି ହୋଇଛି।
----------------
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ