ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୦,୯୮,୬୧୧ ନମୂନାର ପରୀକ୍ଷଣ
ନୂଆଦିଲ୍ଲୀ, ୦୧ ଡିସେମ୍ବର (ହି.ସ.) – ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୦,୯୮,୬୧୧ ନମୂନାର ପରୀକ୍ଷଣ କରା ଯାଇଛ
ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୦,୯୮,୬୧୧ ନମୂନାର ପରୀକ୍ଷଣ


ନୂଆଦିଲ୍ଲୀ, ୦୧ ଡିସେମ୍ବର (ହି.ସ.) – ଦେଶରେ ଗତ ୨୪ଘଂଟା ମଧ୍ୟରେ କୋବିଡ ପାଇଁ ୧୦,୯୮,୬୧୧ ନମୂନାର ପରୀକ୍ଷଣ କରା ଯାଇଛି । ଏହା ସହିତ ଦେଶରେ ବର୍ତମାନ ସୁଦ୍ଧା ୬୪,୩୫,୧୦,୯୨୬ ନମୂନାର ପରୀକ୍ଷଣ କରା ଯାଇଥିବା ଆଇସିଏମଆର ପକ୍ଷରୁ ସୂଚନା ଦିଆ ଯାଇଛିା

----------

ହିନ୍ଦୁସ୍ଥାନ ସମାଚାର /


 rajesh pande