କେନ୍ଦୁଝର, 13 ଅକ୍ଟୋବର - କେନ୍ଦୁଝର ରାଇକଳାରେ ' ମା ପାଇଁ ଗଛଟିଏ ' କାର୍ଯ୍ୟକ୍ରମରେ
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୃକ୍ଷ ରୋପଣ କରିଛନ୍ତି । ପରିବର୍ତନ ସେବା ଟ୍ରଷ୍ଟ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଥିଲା
।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ
01 Jun 2025
ଜୟପୁର, ୧ ଜୁନ୍ (ହି.ସ.) - ବିବାହ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ମହିଳା ଥାନା ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ରବିବାର କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ସଦର ଗ୍ରାମର ଇସ୍ରାଇସ ନାଗ (୨୫) । ..
ଏହାକୁ ଅତ୍ୟାଧୁନିକ ସ୍ୱୟଂ ସମ୍ପୂର୍ଣ୍ଣ ଷ୍ଟୁଡ଼ିଓରେ ପରିଣତ କରିବା ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଭୁବନେଶ୍ୱର, ୦୧ ଜୁନ (ହି.ସ.) - ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରବିବାର କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନି..
ଭୁବନେଶ୍ୱର, ୦୧ ଜୁନ (ହି.ସ.) - ନୟାପଲ୍ଲୀ ଯୋଗଜିଲ୍ଲା, ଭାରତୀୟ ଯୋଗ ସଂସ୍ଥାନ ଆନୁକୂଲ୍ୟରେ ଏକ ଦ୍ୱି-ଦିବସୀୟ ଅସ୍ଥି ରୋଗ ନିବାରଣ ଶିବିର ରେଣ୍ଟାଲ କଲୋନୀ ପାର୍କ ଯୋଗ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ।ଶିବିର ପୂର୍ବରୁ ରେଣ୍ଟାଲ କଲୋନୀରେ ଏକ ପ୍ରଭାତଫେରି ର ଆୟୋଜନ କରାଯାଇ ଯୋଗ ଦ୍ୱାରା ଓଷ୍ଟିଓଆର୍ଥା..
ଭୁବନେଶ୍ୱର, ୦୧ ଜୁନ (ହି.ସ.) - ଖଇରାବାଦ ଅଂଚଳର କମଳା ମହାରଣାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଶଂସିତ କେନ୍ଦ୍ରାପଡା ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha