ପୋଲିସ କମିଶନର୍ ଏସ.ଦେବଦତ୍ତ ସିଂହ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ
ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର କମିଶନର୍ ଏସ. ଦେବଦତ୍ତ ସିଂହ ଏବେ ଶୁକ୍ରବାର ରାଜଭବନରେ ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ସିଂହଙ୍କୁ ତାଙ୍କର ନୂତନ ଦାୟିତ୍ୱ ପ
ପୋଲିସ କମିଶନର୍ ଏସ.ଦେବଦତ୍ତ ସିଂହ ରାଜଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କଲେ


ଭୁବନେଶ୍ୱର, 18 ଅକ୍ଟୋବର (ହି.ସ.) ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର କମିଶନର୍ ଏସ.

ଦେବଦତ୍ତ ସିଂହ ଏବେ ଶୁକ୍ରବାର ରାଜଭବନରେ ଓଡିଶାର ରାଜ୍ୟପାଳ ରଘୁବର ଦାସଙ୍କ ସହିତ ସୌଜନ୍ୟମୂଳକ

ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ସିଂହଙ୍କୁ ତାଙ୍କର ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଓ

ଶୁଭକାମନା ଜଣାଇଛନ୍ତି । ରାଜଭବନର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande