କଲରାପତରିଆ ବାଘ ଛାଲ, ନଖ ଓ ସମ୍ବର ଶିଙ୍ଗ ଜବତ : ୫ ଗିରଫ
ନୂଆପଡ଼ା, ୧୮ ଅକ୍ଟୋବର (ହି.ସ.)- ବନ ବିଭାଗ ପକ୍ଷରୁ ଖଡ଼ିଆଳ ରେଞ୍ଜ୍ ଦାବ୍ରି ଗ୍ରାମରେ ଚଢ଼ଉ କରାଯାଇ କଲରାପତରିଆ ବାଘ ଛାଲ, ନଖ ଓ ସମ୍ବର ଶିଙ୍ଗ ଜବତ ହୋଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ବିଭାଗ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ

 rajesh pande