ଦୋକାନରେ ପଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ନେଇ ଥାନାରେ ଅଭିଯୋଗ
କୋରେଇ, ୨୦ ନଭେମ୍ବର (ହି.ସ.) - ପାଣିକୋଇଲି ଥାନାଅନ୍ତର୍ଗତ ୧୬ ନମ୍ର ଜାତୀୟ ରାଜପଥର ସୋତି ଛକ ନିକଟରେ ଏକ ଜଳଖିଆ ଦୋକନରେ (୯୯ ଷ୍ଟୋର) ଆଜି ସକାଳେ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଦୋକାନର ମାଲିକ ସଂଜୀବ କୁମାର ପାତ୍ର ଆଜି ସକ।।ଳ ୯
ଦୋକାନରେ ପଶି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ନେଇ ଥାନାରେ ଅଭିଯୋଗ


କୋରେଇ, ୨୦ ନଭେମ୍ବର (ହି.ସ.) - ପାଣିକୋଇଲି ଥାନାଅନ୍ତର୍ଗତ ୧୬ ନମ୍ର ଜାତୀୟ ରାଜପଥର ସୋତି ଛକ ନିକଟରେ ଏକ ଜଳଖିଆ ଦୋକନରେ (୯୯ ଷ୍ଟୋର) ଆଜି ସକାଳେ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଦୋକାନର ମାଲିକ ସଂଜୀବ କୁମାର ପାତ୍ର ଆଜି ସକ।।ଳ ୯ଟା ସମୟରେ ଦୋକନରେ ଉପସ୍ଥିତ ଥିବା ସମୟରେ ସୋତି ଗ୍ରାମର ନାଣ୍ଡୁ ନାଥଙ୍କ ପୁଅ ବିନ ନାଥ ବିନା କାରଣରେ ସେଠାରେ ପହଂଚି ଅଶ୍ଳୀଳ ଗାଳିଗୁଲଜ କରିବା ସହ ମହିଳା ଗ୍ରାହକ ମାନଙ୍କୁ ଗାଳି କରିବା ସହ ସଂଜୀବଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏ ନେଇ ଶ୍ରୀ ପାତ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଚାଲୁ ରଖିଛି।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande