Odisha, 22 ନଭେମ୍ବର (ହି.ସ.)
କେନ୍ଦ୍ରାପଡା ୨୨ ନଭେମ୍ବର (ହି.ସ.) - କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଆଳୁ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତୋର ଉଦ୍ୟାନ କୃଷି ବିଭାଗ ଦ୍ୱାରା ଅୋୟାଜିତ ଏହି କାର୍ଯ୍ୟକ୍ରମ ରେ ଉଦ୍ୟାନ କୃଷି ବିଭାଗର ସହକାରୀ ନେିଦ୍ଦର୍ଶକ ଦେବଦାସ ଦତ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ଼ ଅରବିନ୍ଦ ଦାସ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ କୁମାର ରାୟ ପ୍ରମୁଖ ଉପସ୍ଥିତ ଥେôଲ । ଚଳିତ ବର୍ଷ ଜିଲ୍ଲୋର ୧୫୦ ହେକ୍ଟର ଆଳୁ ଚାଷ ପାଇଁ ଯୋଜନା ରହିଛି । ୩ଗୋଟି ଭେରାଇଟ୍ ଯଥା- କୁଜ୍ୟୋତି, କୁମୋହନ ଓ କୁପୋଖରାକ ଆଳୁ ବିହନ କେଜି ପ୍ରତି ୨୦ ଟଙ୍କା ହିସାବେର ଚାଷୀ ମାନଙ୍କୁ ଯୋଗାଇ ଦିଆଯିବ । ଚାଷୀମୋନ ବିହନ ଲଗାଇବାର ୧୦ ଟଙ୍କା ହିସାବେର ରିହାତି ଦିଆଯିବ । ଚାଷୀମୋନ ସବର୍ନିମ୍ନ ୨୫ ଡିସିମିଲ ଜମେିର ୧୩୦ କେଜି ଆଳୁ ବିହନ ଓ ସର୍ବାଧିକ ୫୦ ଡିସିମିଲ ଜମେିର ୨୬୦ କେଜି ଆଳୁ ବିହନ ନେଇ ସରକାରୀ ସହାୟତା (ସବସିଡି) ପାଇପାରେିବ । ଉକ୍ତ ବୈଠକେର ଆଲୁ ଚାଷ ପାଇଁ ଚାଷୀ ମାନଙ୍କର ସମସ୍ୟା ସଂପକର୍ରେ ଅୋଲାଚନା କରା ଯାଇଥିଲା । ପ...ାମୁଣ୍ଡାଇ ବ୍ଲକ ଓ ମହାକାଳପଡା ବ୍ଲକର ଉଦ୍ୟାନ କୃଷି ଅଧିକାରୀ ସୈାମ୍ୟ ରଞ୍ଜନ ସେଠୀ ଏବଂ ସୈାରଭ ମହାପାତ୍ର ଯୋଗ ଦେଇ ଆଳୁ ଚାଷୀ ମାନଙ୍କର ଚାଷ ସମୟେର କୈାଣସି ଅସୁବିଧା ନହୁଏ ଏଥିପ୍ରତି ଧ୍ୟାନ ଦେବାକୁ ଆଲୋଚନା କରିଥେôଲ ।
ହିନ୍ଦୁସ୍ଥାନ ସମାଚାର/ ରବିନାରାୟଣ / ଗଗନ
------------------
---------------
ହିନ୍ଦୁସ୍ଥାନ ସମାଚାର / ରବି