ଭୁବନେଶ୍ୱର, 27 ନଭେମ୍ବର (ହି.ସ.)- ରାଜ୍ୟର ୫୮ ଟି ସବଡିଭିଜନରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଯଦି ଆଉ ଶୀତଳଭଣ୍ଡାରର ଆବଶ୍ୟକତା ସରକାର ଅନୁଭବ କରନ୍ତି, ତେବେ ପିପିପି ମୋଡରେ ହାଇବ୍ରିଡ କୋଲଡ ଷ୍ଟୋରେଜ ନିର୍ମାଣ ପାଇଁ ଯୋଜନା କରାଯିବ। ଆଜି ବିଧାନସଭାରେ ପ୍ରଶ୍ନକାଳରେ ବାଙ୍ଗିରିପୋଶୀ ବିଧାୟକ ସଂଜଳୀ ମୁର୍ମୁଙ୍କ ଏକ ପ୍ରଶ୍ନର ଉତରରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେ.ଭି ସିଂହଦେଓ ଏହି ସୂଚନା ଦେଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ