ଦାନ୍ତେୱାଡାରେ ପୂର୍ବତନ ଜିଲ୍ଲା ସଦସ୍ୟ ତଥା କଂଗ୍ରେସ ନେତାଙ୍କୁ ହତ୍ୟା କଲେ ନକ୍ସଲ
ରାୟପୁର, 27 ଏପ୍ରିଲ (ହି.ସ.) ଦାନ୍ତେୱାଡା ଜିଲ୍ଲାର ଅରନପୁର ଥାନା ଅନ୍ତର୍ଗତ ପୋଟଲିରେ ଗତ ବିଳମ୍ବିତ ରାତିରେ ନକ୍ସଲ
ଦାନ୍ତେୱାଡାରେ ପୂର୍ବତନ ଜିଲ୍ଲା ସଦସ୍ୟ ତଥା କଂଗ୍ରେସ ନେତାଙ୍କୁ ହତ୍ୟା କଲେ ନକ୍ସଲ


ରାୟପୁର, 27 ଏପ୍ରିଲ (ହି.ସ.) ଦାନ୍ତେୱାଡା ଜିଲ୍ଲାର ଅରନପୁର ଥାନା ଅନ୍ତର୍ଗତ ପୋଟଲିରେ ଗତ ବିଳମ୍ବିତ ରାତିରେ ନକ୍ସଲମାନେ କଂଗ୍ରେସ ନେତା ତଥା ପୂର୍ବତନ ଜନପଦ ସଦସ୍ୟ ଜୋଗା ପୋଡିୟାମୀଙ୍କ ହତ୍ୟା କରିଛନ୍ତି । ପୂର୍ବତନ ଜିଲ୍ଲା ସଦସ୍ୟଙ୍କ ହତ୍ୟାରେ ପୂରା ଅଂଚଳରେ ଆତଙ୍କ ଖେଳିଯାଇଛି । ଏହାପରେ ସଶସ୍ତ୍ର ବଳକୁ ଘଟଣାସ୍ଥଳକୁ ପଠାଇଦିଆଯାଇଛି ।

ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ 6ବର୍ଷ ପୂର୍ବରୁ ଜୋଗାର ପୁଅ ହରିଶ ପୋଡିୟାମୀକୁ ଜନଅଦାଲତରେ ମାଆ ଓ ପିତା ସମ୍ମୁଖରେ ହତ୍ୟା କରିଥିଲେ । ଜୋଗା ପୋଡିୟାମୀଙ୍କ ପତ୍ନୀ ବର୍ତ୍ତମାନ ଜିଲ୍ଲା ସଦସ୍ୟ ଅଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande