କେଦାରଘାଟି ବିପର୍ଯ୍ୟୟ-ଏବେ ସୁଦ୍ଧା ହଜାରରୁ ଅଧିକ ଘୋଡା-ଖଚରଙ୍କୁ ସୁରକ୍ଷିତ ସ୍ଥାନରେ ପହଂଚାଗଲା
ରୁଦ୍ରପ୍ରୟାଗ, 8 ଅଗଷ୍ଟ (ହି.ସ.) -ଉତ୍ତରାଖଣ୍ଡର କେଦାରଘାଟିରେ ଜୁଲାଇ 31ରେ ହୋଇଥିବା ବିପର୍ଯ୍ୟୟ ପରେ ଏବେ ସୁଦ୍ଧା ଏକ ହଜାରରୁ ଅଧିକ ଫସିରହିଥିବା ଘୋଡା-ଖଚରଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି । ଏହାପରେ ଅତିରିକ୍ତ 3ହଜାରରୁ ଅଧିକ ଘୋଡା-ଖଚରକୁ ଚାରା ଉପଲବ୍ଧ କର
କେଦାରଘାଟି ବିପର୍ଯ୍ୟୟ-ଏବେ ସୁଦ୍ଧା ହଜାରରୁ ଅଧିକ ଘୋଡା-ଖଚରଙ୍କୁ     ସୁରକ୍ଷିତ ସ୍ଥାନରେ ପହଂଚାଗଲା


ରୁଦ୍ରପ୍ରୟାଗ, 8 ଅଗଷ୍ଟ (ହି.ସ.)

-ଉତ୍ତରାଖଣ୍ଡର କେଦାରଘାଟିରେ ଜୁଲାଇ 31ରେ ହୋଇଥିବା

ବିପର୍ଯ୍ୟୟ ପରେ ଏବେ ସୁଦ୍ଧା ଏକ ହଜାରରୁ ଅଧିକ ଫସିରହିଥିବା ଘୋଡା-ଖଚରଙ୍କୁ ସୁରକ୍ଷିତ

ସ୍ଥାନକୁ ନିଆଯାଇଛି । ଏହାପରେ ଅତିରିକ୍ତ 3ହଜାରରୁ ଅଧିକ ଘୋଡା-ଖଚରକୁ ଚାରା ଉପଲବ୍ଧ

କରାଯାଇଛି । ପଶୁ କ୍ରୁରତା ନିବାରଣ କମିଟି ଓ ପିପୁଲ ଫର ଆନିମଲ ଉତ୍ତରାଖଣ୍ଡ ଫସିରହିଥିବା

ଘୋଡା ଓ ଜନ୍ତୁଙ୍କୁ ବାହାର କରିବା ପାଇଁ ସମ୍ବନ୍ଧିତ ବିଭାଗ ସହ ମିଳିତ ଭାବେ ଉଦ୍ୟମ କରୁଛନ୍ତି

। ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡ. ଆଶିଷ ରାୱତ କହିଛନ୍ତି ଯେ, ଅତିବୃଷ୍ଟି କାରଣରୁ

ଜରୁରୀକାଳୀନ ସ୍ଥିତି ପରେ ଏବେ ସୁଦ୍ଧା ନାଗରିକ ତଥା ପଶୁ କଲ୍ୟାଣ ସଙ୍ଗଠନ ସହଯୋଗରେ ହଜାରେ

ପଶୁଙ୍କ ଜୀବନ ବଂଚାଯାଇଛି ।

ହିନ୍ଦୁସ୍ଥାନ ସମାଚାର

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା / ସମନ୍ୱୟ


 rajesh pande