କେ.କେ.ଆର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମସୁରକ୍ଷା ଶିବିର ଉଦ୍‌ଯାପିତ 
ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ସ୍ଥାନୀୟ ବରପଦା ନିକଟସ୍ଥ କୁସୁନଗରଠୋର ଅବସ୍ଥିତ କମଳା କେିଶାରୀ ରାଉତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହିଳା ଆତ୍ମସୁରକ୍ଷା ଶିବିର ଉଦ୍‌ଯାପନ ହୋଇଯାଇଅଛି। ଉଦ୍‌ଯାପନ ଉତ୍ସବେର ଅଧ୍ୟକ୍ଷ ରୋଜନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତୋର ଏକ ସଭାର ଅୋୟାଜନ କରାଯାଇଥିଲା। ଉକ୍ତ
KKR COLLEGE SELF DEFENCE


ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ସ୍ଥାନୀୟ ବରପଦା ନିକଟସ୍ଥ କୁସୁନଗରଠୋର ଅବସ୍ଥିତ କମଳା କେିଶାରୀ ରାଉତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ମହିଳା ଆତ୍ମସୁରକ୍ଷା ଶିବିର ଉଦ୍‌ଯାପନ ହୋଇଯାଇଅଛି। ଉଦ୍‌ଯାପନ ଉତ୍ସବେର ଅଧ୍ୟକ୍ଷ ରୋଜନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତୋର ଏକ ସଭାର ଅୋୟାଜନ କରାଯାଇଥିଲା। ଉକ୍ତ ସଭୋର ଅଂଶଗ୍ରହଣ କରିଥିବା ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେର ଭଦ୍ରକ ଜିଲ୍ଲାର ଅବସରପ୍ରାପ୍ତ ଶାରିରୀକ ଶିକ୍ଷା ଅଧିକାରୀ ଗେଜନ୍ଦ୍ର ଭାରତୀ ଯୋଗେଦଇ ସରକାରଙ୍କର ଏହି ଯୋଜନାଟି ପ୍ରଶଂସା କରିବା ସେଙ୍ଗ ସେଙ୍ଗ ଏହାର ଉପୋଦୟତା ସମ୍ବନ୍ଧେର ଅୋଲାଚନା କରିଥେôଲ। ଏହି କାର୍ଯ୍ୟକ୍ରମଟିର ପ୍ରଶିକ୍ଷଣେର ଉତମ ଭୋବ ପ୍ରଶିକ୍ଷିତ ଦୁଇ ଛାତ୍ରୀ କୁମାରୀ ଗାୟତ୍ରୀ ଗିରି ଓ କୁମାରୀ ପୂଜାରାଣୀ େବେହରାଙ୍କୁ ପୁରସ୍କୃତ କରାଯାଇଥିଲା। ଛାତ୍ରୀମୋନ ଶିକ୍ଷା ଗ୍ରହଣ କରିଥିବା କୌଶଳ ଗୁଡିକୁ ଅତିଥିଙ୍କ ସମ୍ମୁଖେର ପ୍ରଦଶର୍ନ କରିଥେôଲ। ପ୍ରଶିକ୍ଷିକା ମେନାରମା ରାଉତ ଓ କବିତା ନାୟକ ଏହି ଆଠ ଦିନ ବ୍ୟାପୀ କୌଶଳ ଗୁଡିକୁ ଛାତ୍ରୀମାନଙ୍କୁ ଶିକ୍ଷା ଦେଇଥେôଲ। ଏହି କାର୍ଯ୍ୟକ୍ରମଟିକୁ ଯୋଜନା ଅଧିକାରିଣି ପ୍ରତିଜ୍ଞା ପଣ୍ଡା ପରିଚାଳନା କରିଥେôଲ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କମର୍ଚାରୀବୃନ୍ଦ ସଭୋର ଉପସ୍ଥିତ ରହିଥେôଲ।

----------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande