ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ଚାରିଗାଁଁ ସ୍ଥିତ ତାରିଣୀ ପଡିଅୋର ମା ତାରିଣୀ ମକର ମେହାତ୍ସବ ପାଳିତ ହୋଇଯାଇଛି । ତିନିଦିନ ଧରି ଏହା ପାଳନ କରାଯାଇଥିବା େବେଳ ପ୍ରଥମ ଦିବସେର ୧୦୮ କଳସ ସାଳନ୍ଦୀ ନଦୀରୁ ବୁଡାଯାଇ ଶୋଭାଯାତ୍ରା କରାଯାଇଥିଲା । ସନ୍ଧ୍ୟୋର ପ୍ରବଚକ ହରିହର ପାଣୀଗ୍ରାହୀ ମକର ମେହାତ୍ସବ ଆଜିର ସମାଜେର ବ୍ୟକ୍ତି ବେିଶଷଙ୍କୁ ଈଶ୍ୱରାଭୀମୁଖୀ କରିବାର ଆବଶ୍ୟକତା ସମ୍ପର୍କେର ମତ ରଖିଥେôଲ । ଶେଷ ଦିବସେର ଜିଲ୍ଲା ସ୍ତରୀୟ ଭଲି ବଲ୍ ଟୁର୍ଣ୍ଣୋମଂଟ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟୋର ନୃତ୍ୟ ପ୍ରତେିଯାଗିତା କରାଯାଇଥିଲା । ବିଚାରକ ଭୋବ ବିଶିଷ୍ଠ ସମ୍ଭକାର ତଥା ନୃତ୍ୟ ଗୁରୁ ସେୁବାଧ କୁମାର ସାହୁ ଦ୍ୱାୟିତ୍ୱ ତୁଲାଇଥେôଲ । ଅୋୟାଜିତ ପୁରସ୍କାର ବିତରଣୀ ସଭାକୁ ଶିକ୍ଷକ ପଂଚାନନ ପୁଷ୍ଟି ପରିଚାଳନା କରିଥେôଲ । ଏଥେôର ମୁଖ୍ୟ ଅତିଥି ଭୋବ ଆଗରପଡା ଥାନାଧିକାରୀ ଶ୍ରୀକାନ୍ତ କୁମାର ପତି ତାଙ୍କ ବକ୍ତବ୍ୟେର ହୃଦୟ ଏକ ହେବା ସହ ଭାଷା ସଂସ୍କୃତିକୁ ଉଦ୍ଯିବିତ କରି ରଖିବା ଅନୁଷ୍ଠାନ ଗୁଡିକର ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି କହିଥେôଲ । ଅନ୍ୟମାନଙ୍କ ମଧ୍ୟେର ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ସାହୁ, ଅଧ୍ୟାପକ ଫକୀର ଚରଣ ଶଙ୍ଖୁଆ, ସାମ୍ବାଦିକ ହେମନ୍ତ ସିଂହ, ସାହିତ୍ୟିକ ସେୁବାଧ କୁମାର ସାହୁ ପ୍ରମୁଖ ମକର ମେହାତ୍ସବର ମହାନ୍ ପରମ୍ପରା ଉପେର ବକ୍ତବ୍ୟ ରଖିଥେôଲ । ଏହି ଅବସରେର ଶିକ୍ଷାବିତ୍ ପଂଚାନନ ପୁଷ୍ଟି, ସମାଜେସବୀ ଅନିରୁଦ୍ଧ ସାହୁ, ଶିକ୍ଷକ ପଂଚାନନ ସାହୁ, ନୃତ୍ୟଗୁରୁ ସନାତନ ପୃଷ୍ଟିଙ୍କୁ ଉତରୀୟ ମାନପତ୍ର ପ୍ରଦାନ ପୂବର୍କ ସମଦ୍ଧର୍ନା ଦିଆଯାଇଥିବା େବେଳ ନୃତ୍ୟ ପ୍ରତେିଯାଗିତୋର କୃତିତ୍ୱ ହାସଲ କରିଥିବା ସ୍ମୃତେିରଖା ସାହୁ, ଅର୍ପିତା ମୟୀ ପଣ୍ଡା, ରାଜଲକ୍ଷ୍ମୀ ସାହୁଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ମକର ମେହାତ୍ସବ କମିଟିର ସଭାପତି ପ୍ରିୟବ୍ରତ ସାହୁ, ଉପ-ସଭାପତି ପ୍ରଦୀପ ସାହୁ, ସମ୍ପାଦକ ବିଜୟ କୁମାର ସାହୁ, ଅନିଲ୍ କୁମାର ସାହୁ ପ୍ରମୁଖ ବିଭିନ୍ନ କାର୍ଯ୍ୟକୁ ପରିଚାଳନା କରିଥେôଲ ।
-------------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ