ପ୍ରଜ୍ଞାପୀଠେର କଥା ସମ୍ରାଟ ଫକୀର ମୋହନ ଜୟନ୍ତୀ ପାଳିତ
ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରର ପ୍ରଜ୍ଞାପୀଠେର ପବିତ୍ର ମକର ସଂକ୍ରାନ୍ତି ଉପଲେକ୍ଷ ଫକୀର ମୋହନ ସେନାପତିଙ୍କର ୧୮୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଡାକ୍ତର ହେରକୃଷ୍ଣ ନାୟକଙ୍କ ସଭାପତିତ୍ୱେର ମୁଖ୍ୟ ଅତିଥି ଭୋବ ପ୍ର. ଡ଼. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭୋବ
PRAGYAN PITHA FAKIR MOHAN JAYANTI


ଭଦ୍ରକ, ୧୫ ଜାନୁଆରୀ (ହି.ସ.) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରର ପ୍ରଜ୍ଞାପୀଠେର ପବିତ୍ର ମକର ସଂକ୍ରାନ୍ତି ଉପଲେକ୍ଷ ଫକୀର ମୋହନ ସେନାପତିଙ୍କର ୧୮୩ତମ ଜୟନ୍ତୀ ପାଳିତ ହୋଇଯାଇଛି। ଡାକ୍ତର ହେରକୃଷ୍ଣ ନାୟକଙ୍କ ସଭାପତିତ୍ୱେର ମୁଖ୍ୟ ଅତିଥି ଭୋବ ପ୍ର. ଡ଼. ରାମଚନ୍ଦ୍ର ପଣ୍ଡା, ମୁଖ୍ୟବକ୍ତା ଭୋବ ପ୍ର. ପ୍ରଫୁଲ୍ଲ କୁମାର ସାହୁ, ସମ୍ମାନିତ ବକ୍ତା ଭୋବ କଥାକାର ରଜନୀକାନ୍ତ ମହାନ୍ତି ଏବଂ ଡ. ସମ୍ବିତ ଶୁଭଙ୍କର ଖୁଂଟିଆ ଫକୀର ମୋହନଙ୍କ କାଳଜୟୀ କୃତି ଛ’ମାଣ ଆଠ ଗୁଣ୍ଠ ଉପେର ସାରଗଭର୍କ ବକ୍ତବ୍ୟ ରଖିଥେôଲ। ଅପରାହ୍ନ ୪ ଘଟିକୋର ଛଅ ବର୍ଷ ପେର ୨୦୨୫ ମସିହା ପାଇଁ ଅୋମ ଅନୁଷ୍ଠାନର ନବନିର୍ବାଚିତ କାର୍ଯ୍ୟକର୍ତା ଭୋବ ପ୍ର. ଡ. ରାମଚନ୍ଦ୍ର ପଣ୍ଡା ସଭାପତି, ଶିକ୍ଷକ ନେତା ପ୍ରଭାକର ପରିଡା, ସାଧାରଣ ସମ୍ପାଦକ ଏବଂ ଅଧ୍ୟାପକ ଅମିତ କୁମାର ନାୟକ ସହ ସଂପାଦକ ଭୋବ ନିର୍ବାଚିତ ହୋଇଥେôଲ। ନବନିର୍ବାଚିତ କାର୍ଯ୍ୟକର୍ତାମାନଙ୍କୁ ଅନୁଷ୍ଠାନର ଉପସଭାପତି ତଥା ଲାୟନ୍ସ କ୍ଲବ ଭଦ୍ରକର ସଭାପତି େଅଶାକ କୁମାର ମହାନ୍ତି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥେôଲ। ସଭୋର ବହୁ ନିମନ୍ତ୍ରିତ ଅତିଥି ଓ ସଦସ୍ୟମୋନ ଯୋଗ ଦେଇ ଫକୀର ମୋହନଙ୍କ ଛ’ମାଣ ଆଠ ଗୁଣ୍ଠ କାଳଜୟୀ ପୁସ୍ତକର ବିଭିନ୍ନ ଚରିତ୍ର ଉପେର ସମୀକ୍ଷା କରିଥେôଲ। ସେମାନଙ୍କ ମଧ୍ୟରୁ ସାହିତ୍ୟିକ ଚର୍ଚ୍ଚିକା ମହାପାତ୍ର, ବ୍ୟାଙ୍କ ଅଧିକାରୀ ଜଗନ୍ନାଥ ରାଉତ, ଆଡେଭୋକଟ ଅଗଣି ଚରଣ ଜେନା, ଆଡେଭୋକଟ ଗିରିଧାରୀ ନାଥ, ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରତାପ କୁମାର ଦାସ, ବରିଷ୍ଠ ସାମ୍ବାଦିକ ଶିବାନନ୍ଦ ଦାସ, ଲାୟନ୍ସ େଅଶାକ କୁମାର ମହାନ୍ତି, ଶିକ୍ଷାବିତ୍ ଅଶ୍ୱିନୀ କୁମାର ମହାନ୍ତି, ଅରୁଣ କୁମାର ମହାନ୍ତି, ଅଧ୍ୟାପିକା ଉଷାରାଣୀ ଜେନା, ପ୍ରାଧ୍ୟାପିକା ଭାନୁମତୀ ମାଟିଆ, ଅଧ୍ୟାପିକା ସ୍ୱାଗତିକା ସାହୁ, ଅଧ୍ୟାପକ ଅମିତ କୁମାର ନାୟକ, ପ୍ରଭାକର ପରିଡା, ପ୍ର. େଦେବନ୍ଦ୍ର ଧନି, ଅଧ୍ୟାପକ ଅମିତ ନାୟକ, କବି ରେମଶ ଚନ୍ଦ୍ର ସ୍ୱାଇଁ, କବି ରେମଶ ଦାସ, ପ୍ରଜ୍ଞାପୀଠ ନିକଟସ୍ଥ ଆର୍‌.ଏମ୍‌.ଏସ୍ ଏକୋଡମୀର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମୋନ ଯୋଗଦାନ କରିଥେôଲ। କଥା ପ୍ରସଙ୍ଗେର ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ନାଟ୍ୟ ଗୌରବ ପ୍ର. ଅଟଳ ବିହାରୀ ନାୟକ ଏକ ଗ୍ରାମୀଣ ପରେିବଶର ଚାଷ ଓ ଚାଷୀ ତଥା ଜମିଦାରିଙ୍କ ଜୁଲମ ଉପେର ଲୁହ ଲହୁ ଭରା କାହାଣୀକୁ ନେଇ କିପରି ବିଶ୍ୱର ଏକ ଶ୍ରେଷ୍ଠ ଉପନ୍ୟାସ ଛ’ମାଣ ଆଠ ଗୁଣ୍ଠ ହୋଇପାରିଥିଲା ସେ ବିଷୟେର ଅଧିକ ସୂଚନା ଦେଇଥେôଲ। ସଭା ପରିଚାଳନୋର ସହେଯାଗ କରିଥେôଲ ପ୍ର. ନାୟକଙ୍କର ପରିବାରର ସଦସ୍ୟସଦସ୍ୟାମୋନ। ଧନ୍ୟବାଦ ଦେଇଥେôଲ ଯୁବକବି ଋତୁରାଜ ଅକ୍ଷୟ କୁମାର।

-------------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande