ପ୍ରଥମ ଖୋଖୋ ବିଶ୍ୱକପରେ ଇତିହାସ ରଚିଲା ଭାରତୀୟ ମହିଳା ଖୋଖୋ ଦଳ
ଭୁବନେଶ୍ୱର, 19 ଜାନୁଆରୀ (ହି.ସ.)- ଭାରତୀୟ ମହିଳା ଖୋଖୋ ଦଳର ଐତିହାସିକ ବିଜୟ ହାସଲ କରି ପ୍ରଥମ ଖୋଖୋ ବିଶ୍ୱକପରେ ଇତିହାସ ରଚିଛି । ନେପାଳ ମହିଳା ଖୋଖୋ ଦଳକୁ ପରାସ୍ତ କରି ବିଜୟ ହାସଲ କଲା ଭାରତୀୟ ମହିଳା ଖୋଖୋ ଦଳ । ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ
ପ୍ରଥମ ଖୋଖୋ ବିଶ୍ୱକପରେ ଇତିହାସ ରଚିଲା ଭାରତୀୟ ମହିଳା ଖୋଖୋ ଦଳ


ଭୁବନେଶ୍ୱର, 19 ଜାନୁଆରୀ (ହି.ସ.)- ଭାରତୀୟ ମହିଳା ଖୋଖୋ ଦଳର ଐତିହାସିକ ବିଜୟ ହାସଲ କରି ପ୍ରଥମ

ଖୋଖୋ ବିଶ୍ୱକପରେ ଇତିହାସ ରଚିଛି । ନେପାଳ ମହିଳା ଖୋଖୋ ଦଳକୁ ପରାସ୍ତ କରି ବିଜୟ ହାସଲ କଲା

ଭାରତୀୟ ମହିଳା ଖୋଖୋ ଦଳ । ନୂଆଦିଲ୍ଲୀର

ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେଉଛି ପ୍ରଥମ ଖୋଖୋ ବିଶ୍ୱକପ୍ ପ୍ରତିଯୋଗିତାରେ

ଏହି ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ ।

ପ୍ରକାଶଯୋଗ୍ୟ ଯେ, ୨୦୨୫ ଜାନୁଆରୀ ଠାରୁ ୨୦୨୭ ଡିସେମ୍ବର

ପର୍ଯ୍ୟନ୍ତ (୩ ବର୍ଷ ପାଇଁ) ଓଡ଼ିଶା ରାଜ୍ୟ ସରକାର ଭାରତୀୟ ଜାତୀୟ ଖୋଖୋ ଦଳକୁ ସ୍ପନସର

କରୁଛନ୍ତି। ଏଥିପାଇଁ ବର୍ଷକୁ ୫ କୋଟି ଏବଂ ସମୁଦାୟ ୧୫ କୋଟି ଟଙ୍କା ପ୍ରଦାନ କରାଯିବ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande